ETV Bharat / sports

ବିରାଟ କୋହଲି; ରନମେସିନଙ୍କ ଦିନିକିଆ କ୍ୟାରିୟର ପରିସଂଖ୍ୟାନ

ଲକଡାଉନରେ ଲକ୍‌ କ୍ରୀଡା ଜଗତ । ତେଣୁ କ୍ରୀଡା ଖବର ସହ ଆପଣଙ୍କୁ ଯୋଡି ରଖିବାର ଆମର ଏହି ପ୍ରୟାସରେ କୋହଲିଙ୍କ ଦିନିକିଆ କ୍ୟାରିୟରର ପରିସଂଖ୍ୟାନ ଉପରେ ଆଲୋଚନା କରିବା ।

author img

By

Published : May 24, 2020, 9:25 PM IST

virat-kohli-indian-run-machines-statistical-breakdown-of-odi-career
ବିରାଟ କୋହଲି; ରନମେସିନଙ୍କ ଦିନିକିଆ କ୍ୟାରିଅର ପରିସଂଖ୍ୟାନ

(ଇଟିଭି ଭାରତ ବ୍ୟୁରୋ) ଆମର ଏହି ସ୍ପେଶାଲ ରିପୋର୍ଟରେ ନଜର ପକାନ୍ତୁ ଭାରତୀୟ ଦଳର ନିୟମିତ ଅଧିନାୟକ ତଥା ଦିନିକିଆ ଫର୍ମାଟରେ ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ବୋଲାଉଥିବା ବିରାଟ କୋହଲିଙ୍କ କିଛି ଦିନିକିଆ ରନ ପରିସଂଖ୍ୟାନ ଉପରେ... କୋହଲିଙ୍କ ବ୍ୟକ୍ତିଗତ ରନ, ଦଳଗତ ରନ, ବିରୋଧି ଦଳ ବିପକ୍ଷରେ ରନ, ଲଗାତାର ପ୍ରଦର୍ଶନ ଇତ୍ୟାଦି ।

  • ନାମ- ବିରାଟ କୋହଲି, ଭାରତୀୟ ଅଧିନାୟକ
  • ବୟସ- 31 ବର୍ଷ, ଡାହାଣ ହାତ ବ୍ୟାଟ୍ସମ୍ୟାନ
  • ଅନ୍ତର୍ଜାତୀୟ ରନ- 21901
  • ଶ୍ରେଷ୍ଠ ଦିନିକିଆ ରନ ସ୍କୋର- 183

ସମ୍ଭବତଃ ଆଧୁନିକ କ୍ରିକେଟରେ ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଭାବେ ପରିଗଣିତ ହୁଅନ୍ତି ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି । ଦିନିକିଆ ବ୍ୟାଟିଂ ମାନ୍ୟତାର ଶୀର୍ଷ ସ୍ଥାନରେ ଥିବା କୋହଲି ନିରନ୍ତର ଭାବେ ଭାରତୀୟ ଦଳ ପାଇଁ ଶ୍ରେଷ୍ଠ ପ୍ରଦର୍ଶନ ଦେଇ ଆସୁଛନ୍ତି । ବର୍ତ୍ତମାନ ସୁଦ୍ଧା ସେ 59.33 ହାରରେ ପ୍ରତିନିଧିତ୍ବ କରିଥିବା 248ଟି ମ୍ୟାଚରୁ 11867 ରନ୍ ସଂଗ୍ରହ କରିଛନ୍ତି । ଯେଉଁଥିରେ ସାମିଲ ରହିଛି 43ଟି ଶତକୀୟ ପାଳି । ଯେଉଁ ସଂଖ୍ୟା କିମ୍ବଦନ୍ତୀ କ୍ରିକେଟ ସଚିନ ତେନ୍ଦୁଲକରଙ୍କ ଠାରୁ ଅଳ୍ପ କିଛି ଦୂରରେ ରହିଛି ।

ତେବେ ଲକଡାଉନରେ ଏବେ ଲକ୍‌ କ୍ରୀଡା ଜଗତ । ତେଣୁ କ୍ରୀଡା ଖବର ସହ ଆପଣଙ୍କୁ ଯୋଡି ରଖିବାର ଆମର ଏହି ପ୍ରୟାସରେ କୋହଲିଙ୍କ ଦିନିକିଆ କ୍ୟାରିୟରର ପରିସଂଖ୍ୟାନ ଉପରେ ଆଲୋଚନା କରିବା ।

କୋହଲିଙ୍କ ଦିନିକିଆ କ୍ୟାରିୟର-

1. ସମସ୍ତ ବିରୋଧୀ ଦଳ ବିପକ୍ଷରେ କୋହଲିଙ୍କ ପ୍ରଦର୍ଶନ :-

ବିଶ୍ବର କିଛି ଶ୍ରେଷ୍ଠ କ୍ରିକେଟ ଦଳଙ୍କ ମଧ୍ୟରେ କାରବିଆନ ଦଳ ବା ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ କୋହଲିଙ୍କ ସର୍ବଶ୍ରେଷ୍ଠ ପ୍ରଦର୍ଶନ ରହିଛି । 2235ରନ ସହ ୱେଷ୍ଟଇଣ୍ଡିଜ୍‌ କୋହଲିଙ୍କ ପ୍ରଥମ ବିପକ୍ଷ ଦଳ ରହିଛି । ସେହିପରି ପାକିସ୍ତାନ ବିପକ୍ଷରେ କୋହଲିଙ୍କ ସର୍ବନିମ୍ନ ରନ ରହିଛି । କାରଣ ଏହି ଦେଶ ବିପକ୍ଷରେ କୋହଲି ସବୁଠାରୁ କମ ମ୍ୟାଚ ଖେଳିଛନ୍ତି ।

ସେହିପରି ବ୍ୟାଟିଂ ଆଭରେଜରେ ବାଂଲାଦେଶ ବିପକ୍ଷରେ କୋହଲିଙ୍କ ଆଭରେଜ ସର୍ବଶ୍ରେଷ୍ଠ ରହିଛି । 75.55 ଆଭରେଜ ସହ ରନ ପ୍ରହାର କରିବାରେ ବାଂଲାଦେଶ ତାଙ୍କ ପ୍ରଥମ ପସନ୍ଦିଦାର ଦଳ ହୋଇଛି ।

ସେହିପରି ପୁନଃ କାରବିଆନ ଦଳ ବିପକ୍ଷରେ କୋହଲିଙ୍କ ସର୍ବାଧିକ ଶତକର ରେକର୍ଡ ରହିଛି । ୱେଷ୍ଟଇଣ୍ଡିଜ ବିପକ୍ଷରେ କୋହଲି 9ଟି ଅନ୍ତର୍ଜାତୀୟ ଶତକ ଯୋଡିଥିବା ବେଳେ ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆ 8 ଲେଖାଏଁ, ନ୍ୟୁଜିଲାଣ୍ଡ 5, ବାଂଲାଦେଶ ଓ ଇଂଲଣ୍ଡ 3, ପାକିସ୍ତାନ 2 ଓ ଅନ୍ୟ ଦେଶ 1 ରହିଛି ।

ତେବେ ସବୁଠାରୁ ଆଶ୍ଚର୍ଯ୍ୟର ତଥ୍ୟଟି ହେଲା, ପାକିସ୍ତାନ ବିପକ୍ଷରେ କୋହଲି କମ ମ୍ୟାଚ ଖେଳିଥିଲେ ହେଁ, ତାଙ୍କ ଦିନିକିଆ କ୍ୟାରିୟର ସର୍ବଶ୍ରେଷ୍ଠ ରନ ପାକିସ୍ତାନ ବିପକ୍ଷରେ ରହିଛି । ଏସିଆ କପରେ ପାକିସ୍ତାନ 183 ରନ କୋହଲିଙ୍କ ଦିନିକିଆ କ୍ୟାରିୟର ସର୍ବଶ୍ରେଷ୍ଠ ରନ ।

2. କୋହଲିଙ୍କ ବର୍ଷ ତମାମ ପ୍ରଦର୍ଶନ :-

ଆପଣ ଜାଣନ୍ତି କି କୋହଲି ପ୍ରତ୍ୟେକ କ୍ରିକେଟ ବର୍ଷରେ ଅତି କମରେ 600 ରନ ସ୍କୋର କରନ୍ତି । ଯେତେବେଳେ କି କୋହଲି 2017 ରେ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ରନ୍ ସ୍କୋର କରିଥିଲେ । ଯାହା ଥିଲା 1460 ରନ୍ । ତାଙ୍କ କ୍ୟାରିୟରର ପ୍ରଥମ ଦୁଇ ବର୍ଷ ଏବଂ ଚଳିତ ବର୍ଷ ବ୍ୟତୀତ, ସେ କେବଳ ସୀମିତ ସଂଖ୍ୟକ ମ୍ୟାଚ୍ ଖେଳିଥିଲେ ।

2015 ବ୍ୟତୀତ ପ୍ରତ୍ୟେକ କ୍ରିକେଟ ବର୍ଷରେ କୋହଲିଙ୍କ ଦିନିକିଆ ବ୍ୟାଟିଂ ଆଭରେଜ 40ରୁ ଅଧିକ ରହିଥାଏ । ଯାହାକି ତାଙ୍କର ବର୍ଷ ବର୍ଷ ଧରି ସ୍ଥିର ପ୍ରଦର୍ଶନକୁ ସୂଚାଇ ଥାଏ । କୋହଲି 2017 ଏବଂ 2018 ରେ ପ୍ରତ୍ୟେକ 6ଟି ଲେଖାଏଁ ଶତକ ସଂଗ୍ରହ କରିଥିଲେ । ଯାହା କି କୌଣସି କ୍ରିକେଟ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ । 2008 ଏବଂ ଚଳିତ ବର୍ଷ ବ୍ୟତୀତ, କେବଳ ଦୁଇଟି ଉଦାହରଣ ଯେଉଁଠାରେ ସେ 10 ରୁ କମ୍ ମ୍ୟାଚ୍ ଖେଳିଛନ୍ତି । ଭାରତୀୟ କ୍ୟାପଟେନ ପ୍ରତ୍ୟେକ କ୍ୟାଲେଣ୍ଡର ବର୍ଷରେ ଅତି କମରେ ଗୋଟିଏ ଶତକ ସ୍କୋର କରନ୍ତି ।

  • Virat Kohli gets the Man of the Match for his magnificent knock of 183 off just 148 balls! Another Extraordinary performance this by Kohli!

    — BCCI (@BCCI) March 18, 2012 " class="align-text-top noRightClick twitterSection" data=" ">

3. ରନକୁ ପିଛା କରିବାରେ ରନମେସିନଙ୍କ ରନ ରେକର୍ଡ :-

ରନ ଚେଜିଂ (ଧାର୍ଯ୍ୟ ବିଜୟ ଲକ୍ଷ୍ୟକୁ ପିଛା) କରିବାରେ କୋହଲିଙ୍କ ପ୍ରଦର୍ଶନ ଶ୍ରେଷ୍ଠ ରହିଛି ଏବଂ ତାଙ୍କ ପରିସଂଖ୍ୟାନରେ ମଧ୍ୟ ଏହା ପ୍ରତିଫଳିତ ହୋଇଛି । ଦିନିକିଆ ରନ ମଧ୍ୟରୁ କେବଳ ପଶ୍ଚାତଧାବନରେ ସେ 7039 ସ୍କୋର କରିଛନ୍ତି । ଯାହା ସେ ସ୍କୋର କରିଥିବା ମୋଟ ରନ୍ ମଧ୍ୟରୁ ପ୍ରାୟ 60% ଅଟେ । ତେବେ ଏକ ଆକଳନରୁ ଦେଖାଯାଇଛି ବିଜୟ ଲକ୍ଷ୍ୟକୁ ପଶ୍ଚାତଧାବନ କରୁଥିବା ମ୍ୟାଚରେ କୋହଲିଙ୍କ ଆଭରେଜ 68.33 ପ୍ରତିଶତ ରହିଥାଏ ।

4. ମ୍ୟାଚ ଭେନ୍ୟୁରେ କୋହଲିଙ୍କ ପ୍ରଦର୍ଶନ :-

ଦେଶ ତଥା ବିଦେଶରେ କୋହଲିଙ୍କ ପ୍ରଦର୍ଶନ ସମାନ ରହିଛି । ଯାହା କି କୌଣସି ଭାରତୀୟ ବ୍ୟାଟ୍ସମ୍ୟାନଙ୍କ କ୍ଷେତ୍ରର ବିରଳ ରେକର୍ଡ । କୋହଲି ଦେଶରେ ଖେଳିଥିବା ମ୍ୟାଚରୁ 4884ରନ କରିଥିବା ବେଳେ ବିଦେଶରେ 4865ରନ କରିଛନ୍ତି ।

  • " class="align-text-top noRightClick twitterSection" data="">

5. ମ୍ୟାଚ ଫଳାଫଳକୁ ନେଇ କୋହଲିଙ୍କ ପ୍ରଦର୍ଶନ :-

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କୋହଲି ପ୍ରଦର୍ଶନ କରିଥିବା 72 ପ୍ରତିଶତ ମ୍ୟାଚରେ ଭାରତ ବିଜୟୀ ହୋଇଛି । ଯେତେବେଳେ କି ଟାଇ ହୋଇଥିବା ମ୍ୟାଚ ଗୁଡିକରେ କୋହଲି ମୋଟ 202ରନ କରିଛନ୍ତି । ସେହିପରି ଫଳାଫଳ ବାହାରି ପାରିନଥିବା ମ୍ୟାଚ ଗୁଡିକରେ କୋହଲି ସର୍ବମୋଟ 90 ରନ କରିଛନ୍ତି ।

ତେବେ 4ର୍ଥ ପର୍ଯ୍ୟାୟ ଲକଡାଉନରେ କିଛି ସ୍ପୋର୍ଟ୍ସ କମ୍ପଲେକ୍ସ ଖୋଲିଥିବା ବେଳେ ଭାରତୀୟ ଦଳର ଅଭ୍ୟାସ ଉପରେ କ୍ରିକେଟ ପ୍ରେମୀଙ୍କ ନଜର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.