ETV Bharat / sports

ବାରବାଟୀରେ ବିରାଟଙ୍କ 'ବିରାଟ୍‌' ରେକର୍ଡ - Virat Kohli Ends 2019 As Leading Run-Scorer Across Formats

ଚଳିତ ବର୍ଷର 3ଟି ଫର୍ମାଟରେ ସର୍ବାଧିକ ରନ ସଂଗ୍ରହକାରୀ ହୋଇଛନ୍ତି ବିରାଟ । ତାଙ୍କ ପଛକୁ ରହିଛନ୍ତି ଉପ ଅଧିନାୟକ ରୋହିତ ଶର୍ମା ।

Virat Kohli Ends 2019 As Leading Run-Scorer Across Formats
ବାରବାଟୀରେ ବିରାଟଙ୍କ 'ବିରାଟ୍‌' ରେକର୍ଡ
author img

By

Published : Dec 23, 2019, 2:14 PM IST

କଟକ: ବର୍ଷ ତଥା ଦଶନ୍ଧି ଶେଷରେ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି କ୍ୟାପଟେନ କୋହଲି । ବାରବାଟୀରେ କିଙ୍ଗ ବନିଛନ୍ତି ବିରାଟ । ଚଳିତ ବର୍ଷର 3ଟି ଫର୍ମାଟରେ ସର୍ବାଧିକ ରନ ସଂଗ୍ରହକାରୀ ହୋଇଛନ୍ତି ବିରାଟ । ତାଙ୍କ ପଛକୁ ରହିଛନ୍ତି ଉପ ଅଧିନାୟକ ରୋହିତ ଶର୍ମା ।

ଶେଷ ହୋଇଛି ବହୁ ପ୍ରତିକ୍ଷୀତ ବାରବାଟୀ ବ୍ୟାଟେଲ । ବାଜି ମାରିଛି ବିରାଟ ସେନା । ଡିସାଇଡର ମ୍ୟାଚରେ ବିପକ୍ଷ ଇଣ୍ଡିଜକୁ 4 ୱିକେଟରେ ମାତ ଦେଇଛି ବିରାଟ ବାହିନୀ । ଘରୋଇ ଦିନିକିଆ ସିରିକୁ 2-1ରେ ଜିତି ନେଇଛି ଟିମ ଇଣ୍ଡିଆ । ଗେମ ଚେଞ୍ଜର ସାଜିଥିବା କ୍ୟାପ୍ଟେନ କୋହଲିଙ୍କୁ ମିଳିଛି ମ୍ୟାନ ଅଫ ଦ ମ୍ୟାଚ ।

81ବଲରୁ 58ରନର ପାଳି ଖେଳିଛନ୍ତି ବିରାଟ । ଏଥିସହ ସେ 3ଟି ଫର୍ମାଟରେ 2455ରନ ସ୍କୋର କରିଛନ୍ତି । 2442ରନ ସହ 2ୟ ସ୍ଥାନରେ ରହିଛନ୍ତି ହିଟମ୍ୟାନ ରୋହିତ ଶର୍ମା । ସେହିପରି କେବଳ ଦିନିକିଆ ଫର୍ମାଟରେ ଟପ ସ୍କୋରର ବନିଛନ୍ତି ରୋହିତ ।

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.