ETV Bharat / sports

କନ୍ୟା ସନ୍ତାନର ପିତା ହେଲେ କୋହଲି

author img

By

Published : Jan 11, 2021, 4:15 PM IST

Updated : Jan 11, 2021, 4:46 PM IST

Virat kohli and Anushka Sharma blessed with a baby girl
କନ୍ୟା ସନ୍ତାନର ପିତାହେଲେ ଭାରତୀୟ କ୍ୟାପଟେନ ବିରାଟ କୋହଲି

16:09 January 11

ମୁମ୍ବାଇ: ଭାରତୀୟ କ୍ରିକେଟ ଟିମର କ୍ୟାପଟେନ ବିରାଟ କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମା ସୋମବାର ଅପରାହ୍ନରେ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ଏହି ଯୋଡିଙ୍କର ଏହା ପ୍ରଥମ ସନ୍ତାନ । ପିତୃତ୍ବ ଅବକାସ ଛୁଟି ନେଇ ଅଷ୍ଟ୍ରେଲିଆ ଗସ୍ତରୁ ଭାରତ ଫେରିଆସିଥିଲେ ବିରାଟ ।

ବିରାଟ ସୋସିଆଲ ମିଡିଆ ଜରିଆରେ ଏହି ସୂଚନା ଦେଇଛନ୍ତି । ଟ୍ବିଟର ଆକାଉଣ୍ଟରେ ବିରାଟ ଲେଖିଛନ୍ତି, "ଆଜି ଅପରାହ୍ନରେ ଆମ ଘରେ ଝିଅ ଜନ୍ମ ହୋଇଛି । ଏହି ଖୁସି ଖବର ଜଣାଇବାକୁ ଉତ୍ସାହିତ । ଆପଣଙ୍କ ଶୁଭେଚ୍ଛା ଓ ଶୁଭକାମନା ପାଇଁ ଧନ୍ୟବାଦ। ଅନୁଷ୍କା ଓ ଝିଅ ଉଭୟ ସୁସ୍ଥ ଅଛନ୍ତି ଓ ଆମେ ନିଜର ଦ୍ବିତୀୟ ଇଂନିସ ଆରମ୍ଭ କରି ଖୁସି ଅନୁଭବ କରୁଛୁ । "

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 11, 2021, 4:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.