ETV Bharat / sports

ଭିନୁ ମଙ୍କଡ଼ ଅଣ୍ଡର-19 ଟ୍ରଫି: 15 ଜଣିଆ ଓଡିଶା ଦଳ ଘୋଷିତ - Vanu Mankada under 19 trophy

ଭିନୁ ମଙ୍କଡ଼ ଟ୍ରଫି ପାଇଁ ଘୋଷଣା ହୋଇଛି ଓଡିଶା ଅଣ୍ଡର-19 ଦଳ । ଗୌହାଟୀରେ ଖେଳାଯିବ ମ୍ୟାଚ ।

ଭିନୁ ମଙ୍କଡ଼ ଅଣ୍ଡର-19 ଟ୍ରଫି: 15 ଜଣିଆ ଓଡିଶା ଦଳ ଘୋଷିତ
author img

By

Published : Oct 2, 2019, 1:17 AM IST

କଟକ: ଗୌହାଟୀରେ ଖେଳାଯିବାକୁ ଥିବା ଭିନୁ ମଙ୍କଡ଼ ଟ୍ରଫି ପାଇଁ ଘୋଷଣା ହୋଇଛି ଓଡିଶା ଅଣ୍ଡର-19 ଦଳ । ପ୍ରଥମ ଦୁଇଟି ମ୍ୟାଚ ପାଇଁ ମଙ୍ଗଳବାର ଘୋଷଣା ହୋଇଛି 15 ଜଣିଆ ବିଶିଷ୍ଟ ଓଡିଶା ଦଳ । ଏହି ପ୍ରତିଯୋଗୀତା 4 ଅକ୍ଟୋବରରୁ ଆରମ୍ଭ ହେବ ।

ତେବେ ପ୍ରଥମ ଦୁଇଟି ମ୍ୟାଚ ପାଇଁ କେରଳ ଓ ବିହାର ବିପକ୍ଷ ମ୍ୟାଚ ପାଇଁ ଓଡିଶା ଦଳ ଘୋଷଣା କରାଯାଇଛି । ଓଡିଶା ଦଳରେ ଅନୀଲ ପରିଡା (ଅଧିନାୟକ), ସୁମନ ଦାସ, ପଙ୍କଜ ସେନାପତି, ଆଦିତ୍ୟ ରାଉତ, ବିଶ୍ବ ବୈଭବ ମୁଦୁଲି, ଆୟୁଷ ନାୟକ, ଆକାଶ ନାୟକ, କୃଷ୍ଣ ଚନ୍ଦ୍ର ବାରିକ, ନୀତିଶ ନିରଞ୍ଜନ ସାମନ୍ତରାୟ, ମଳୟ ପ୍ରଧାନ, ସୁରଜ ବେହେରା, ଶୁଭ୍ରାଂଶୁ ହରିଚନ୍ଦନ, ଆର୍ଯ୍ୟ ଐଶ୍ୱର୍ଯ୍ୟ ଜେନା, ମିଳନ ସାମଲ, ସନ୍ଦିପ ଚୌହାନ ରହିଛନ୍ତି । କୋଚ ନିରଞ୍ଜନ ବେହେରା ରହିଛନ୍ତି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ଗୌହାଟୀ ରେ ଖେଳାଯିବାକୁ ଥିବା ଭିନୁ ମଙ୍କଡ଼ ଟ୍ରଫି ପାଇଁ ଘୋଷଣା ହେଲା ଓଡିଶା ଅଣ୍ଡର-19 ଦଳ । ପ୍ରଥମ ଦୁଇଟି ମ୍ୟାଚ ପାଇଁ ଆଜି ଘୋଷଣା ହୋଇଛି 15 ଜଣିଆ ବିଶିଷ୍ଟ ଓଡିଶା ଦଳ । ଏହି ପ୍ରତିଯୋଗିତା 4 ଅକ୍ଟୋବର ରୁ ଆରମ୍ଭ ହେବ । ତେବେ ପ୍ରଥମ ଦୁଇଟି ମ୍ୟାଚ ପାଇଁ କେରଳ ଓ ବିହାର ବିପକ୍ଷ ମ୍ୟାଚ ପାଇଁ ଆଜି ଓଡିଶା ଦଳ ଘୋଷଣା କରାଯାଇଛି ।

1. ଅନୀଲ ପରିଡା( ଅଧିନାୟକ,)
2. ସୁମନ ଦାସ
3.ପଙ୍କଜ ସେନାପତି
4.ଆଦିତ୍ୟ ରାଉତ
5. ବିଶ୍ୱ ବୈଭବ ମୁଦୁଲି
6. ଆୟୁଷ ନାୟକ
7.ଆକାଶ ନାୟକ
8.କୃଷ୍ଣ ଚନ୍ଦ୍ର ବାରିକ
9.ନୀତିଶ ନିରଞ୍ଜନ ସାମନ୍ତରାୟ
10.ମଳୟ ପ୍ରଧାନ
11. ସୁରଜ ବେହେରା
12. ଶୁଭ୍ରାଂଶୁ ହରିଚନ୍ଦନ
13. ଆର୍ଯ୍ୟ ଐଶ୍ୱର୍ଯ୍ୟ ଜେନା
14. ମିଳନ ସାମଲ
15. ସନ୍ଦିପ ଚୌହାନ

କୋଚ: ନିରଞ୍ଜନ ବେହେରା Body:No needConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.