ETV Bharat / sports

U-19 ବିଶ୍ବକପ: ଭାରତ ବିପକ୍ଷରେ ଟସ୍‌ ଜିତି ଶ୍ରୀଲଙ୍କାର ବୋଲିଂ ନିଷ୍ପତ୍ତି

author img

By

Published : Jan 19, 2020, 1:07 PM IST

Updated : Jan 19, 2020, 1:47 PM IST

U-19 ବିଶ୍ବକପ
U-19 ବିଶ୍ବକପ

12:32 January 19

U-19 ବିଶ୍ବକପ: ଭାରତ ବିପକ୍ଷରେ ଟସ୍‌ ଜିତି ଶ୍ରୀଲଙ୍କାର ବୋଲିଂ ନିଷ୍ପତ୍ତି

ବ୍ଲୋମଫୋଣ୍ଟେନ: 19 ବର୍ଷରୁ କମ୍‌ କ୍ରିକେଟ ବିଶ୍ବକପ୍‌ର 13ତମ ସଂସ୍କରଣ ଗତ 17 ତାରିଖରୁ ଦ.ଆଫ୍ରିକାରେ ଆରମ୍ଭ ହୋଇଯାଇଛି । ଆଜି ମାଙ୍ଗଉଙ୍ଗ ଓଭାଲ୍‌ ଷ୍ଟାଡିୟମରେ  ଭାରତ ଦଳ ଶ୍ରୀଲଙ୍କା ବିପକ୍ଷରେ ପ୍ରଥମ ମ୍ୟାଚ ଖେଳୁଛି । ତେବେ  ଶ୍ରୀଲଙ୍କା ଟସ୍‌ ଜିତି  ବୋଲିଂର ନିଷ୍ପତ୍ତି ନେଇଛି । 

ପୂର୍ବରୁ 4ଥର ବିଶ୍ବକପ ଟାଇଟଲ ହାତେଇ ସାରିଛି ଜୁନିୟର ଇଣ୍ଡିଆ ଟିମ । 

ଭାରତୀୟ ଚୂଡାନ୍ତ ଏକାଦଶ: ପ୍ରିୟମ ଗର୍ଗ(ଅଧିନାୟକ), ଯଶ୍ବସୀ ଜୟସ୍ବାଲ, ତିଲକ ବର୍ମା, ଦିବ୍ୟାଂଶ ସକ୍‌ସେନା, ଧୁବ୍ର ଚନ୍ଦ ଜୁରେଲ(ଓ୍ବିକେଟକିପର/ଉପ ଅଧିନାୟକ),ଶୁଭାଙ୍ଗ ହେଗଡେ,ସୁଶାନ୍ତ ମିଶ୍ରା,ରବି ବିଶ୍ନୋଇ, ଆକାଶ ସିଂ, କାର୍ତ୍ତିକ ତ୍ୟାଗୀ,ସିଦ୍ଦେଶ ବୀର

ଶ୍ରୀଲଙ୍କା ଚୂଡାନ୍ତ ଏକାଦଶ: ନିପୁନ ଧନଞ୍ଜୟ(ଅଧିନାୟକ),କାମିଲ ମିଶ୍ରା (ଓ୍ବିକେଟକିପର),ରଭିନ୍ଦୁ ରସନଥା,ଥାବିଶା, ସୋନଲ ଦିନୁଶା, କାବିନ୍ଦୁ ନାଦିଶାନ,ଏସନ ଡେନିଏଲ, ଦିଲଶାନ  ମାଦୁଶନକା, ମାଥିଶା ପାଥିରାନା ।
 
Intro:Body:

BREAKING

Conclusion:
Last Updated : Jan 19, 2020, 1:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.