ETV Bharat / sports

ୟୁଏଇର ପିଚ୍ ଦ୍ରୁତ ବୋଲରଙ୍କୁ ହେବ ସହାୟକ: ରବାଡା

author img

By

Published : Oct 23, 2020, 6:10 AM IST

ୟୁଏଇର ପିଚ ପ୍ରତ୍ୟେକ ଦିନ ଧୀମା ହେବାରେ ଲାଗିଛି । ମାତ୍ର ଏପରି ସ୍ଥିତିରେ ଆଇପିଏଲ-13ରେ ଏଯାବତ ସଫଳ ବୋଲର ଜଣେ ଦ୍ରୁତ ବୋଲର ହେବା ସମସ୍ତଙ୍କୁ ଆଚମ୍ବିତ କରିଛି ।

UAE pitches is very helpfull for fast bowlers: rabada
ୟୁଏଇର ପିଚ ଦ୍ରୁତ ବୋଲରଙ୍କୁ ହେବ ସହାୟକ: ରବାଡା

ହାଇଦ୍ରାବାଦ: ୟୁଏଇର ପିଚ ପ୍ରତ୍ୟେକ ଦିନ ଧୀମା ହେବାରେ ଲାଗିଛି । ମାତ୍ର ଏପରି ସ୍ଥିତିରେ ଆଇପିଏଲ-13ରେ ଏଯାବତ ସଫଳ ବୋଲର ଜଣେ ଦ୍ରୁତ ବୋଲର ହେବା ସମସ୍ତଙ୍କୁ ଆଚମ୍ବିତ କରିଛି ।

ଦିଲ୍ଲୀ କ୍ୟାପିଟାଲ୍ସର କାଗିସୋ ରବାଡା, ଏହି ସଂସ୍କରଣରେ ଏଯାବତ ସର୍ବାଧିକ ୱିକେଟ ହାସଲକାରୀ ବୋଲର ତାଲିକାର ପ୍ରଥମ ସ୍ଥାନରେ ରହିଛନ୍ତି । ଏଯାବତ ଖେଳାଯାଇଥିବା 10ଟି ମୁକାବିଲାରେ 14.33 ଇକୋନୋମିରେ ମୋଟ 21 ଖେଳାଳିଙ୍କୁ ପାଭିଲିୟନ ପଠାଇ ସାରିଛନ୍ତି ।

ୟୁଏଇ ପିଚରେ ସୁଇଂ ଜାରି ରହିଛି । ଫଳରେ ଦ୍ରୁତ ବୋଲରଙ୍କ ପାଇଁ ଏହା ଫାଇଦାମାନ ସାବସ୍ୟସ୍ତ ହେବ । ଏହା କହିଛନ୍ତି କାଗିସୋ ରବାଡା ।

ସର୍ବାଧିକ ୱିକେଟ ହାସଲକାରୀ ବୋଲର ତାଲିକାରେ ରବାଡାଙ୍କ ସହ ମହମ୍ମଦ ସାମି, ଜଶପ୍ରୀତ ବୁମରା, ଜୋଫ୍ରା ଆର୍ଚର, ଆନରିଚ ନର୍ଟଜେ ଓ ଟେଣ୍ଟ ବୋଲ୍ଟଙ୍କ ପରି ଦ୍ରୁତ ବୋଲରଙ୍କ ନାମ ସାମିଲ ରହିଛି । ଶ୍ରେଷ୍ଠ 10 ବୋଲରଙ୍କ ତାଲିକାରେ ସ୍ପିନର ଭାବେ ୟୁଜଭେନ୍ଦ୍ର ଚହଲ, ରସିଦ ଖାନ ଓ ରାହୁଲ ଚହରଙ୍କ ନାମ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.