ETV Bharat / sports

U-19 ବିଶ୍ବକପ: ଶେଷ ଏଗାର ମ୍ୟାଚରେ ଅପରାଜେୟ ଭାରତ

author img

By

Published : Feb 9, 2020, 11:51 AM IST

19 ବର୍ଷରୁ କମ ବିଶ୍ବକପରେ ଭାରତ ଶେଷ 11ଟି ମ୍ୟାଚରେ ଅପରାଜେୟ ରହିଛି ।

U-19 World cup
U-19 ବିଶ୍ବକପ

ପୋଟଚେଷ୍ଟ୍ରମ: 5ମ ଥର 19 ବର୍ଷରୁ କମ ବିଶ୍ବକପ ଚମ୍ପିଆନ ହେବାନେଇ, ଗୋଟିଏ ବିଜୟ ଦୂରରେ ରହିଛି ଭାରତ । ଆଜି ଫାଇନାଲ ମୁକାବିଲାରେ ଡିଫେଣ୍ଡିଂ ଚମ୍ପିଆନ ଭାରତ ପ୍ରଥମ ଥର ଫାଇନାଲରେ ପହଞ୍ଚିଥିବା ବାଂଲାଦେଶକୁ ଭେଟିବ ।

U-19 World cup
ଫଟୋ ସୌଜନ୍ୟ: twitter@cricketworldcup

ଏହି ମ୍ୟାଚ ପୂର୍ବରୁ ଭାରତର ପଲ୍ଲା ଭାରୀ ରହିଛି । ଦମଦାର ବ୍ୟାଟିଂ ସହ ଘାତକ ବୋଲିଂ ଭାରତକୁ ଶକ୍ତିଶାଳୀ କରିଛି । ବ୍ୟାଟିଂକ୍ରମର ନିମ୍ନ ଭାଗରେ ମଧ୍ୟ ଅଲରାଉଣ୍ଡରଙ୍କ ଯୋଗଦାନ ଅବିଶ୍ବନସୀୟ ରହିଛି । କ୍ବାର୍ଟର ଫାଇନାଲ ମୁକାବିଲାରେ ବୋଲର ରବି ବିଷ୍ଣୋଇ ଓ ଅଥର୍ବ ଆଙ୍କୋଲେକର କଙ୍ଗାରୁ ଟିମକୁ ଜୋରଦାର ଝଟକା ଦେଇଥିଲେ ।

ତେବେ 19 ବର୍ଷରୁ କମ ବିଶ୍ବକପରେ ଭାରତ ଶେଷ 11ଟି ମ୍ୟାଚରେ ଅପରାଜେୟ ରହିଛି ।

ନଜର ପକନ୍ତୁ ଏହି 11 ମ୍ୟାଚର ଫଳାଫଳ ଉପରେ:
1. ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ 100 ରନରେ ବିଜୟୀ ହୋଇଥିଲା ଭାରତ ।
2. ପପୁଆ ନ୍ୟୁ ଗିନିଆ ବିପକ୍ଷରେ 10 ୱିକେଟରେ ବିଜୟୀ ହୋଇଥିଲା ଭାରତ ।
3. ଜିମ୍ବାୱେ ବିପକ୍ଷରେ 10 ୱିକେଟରେ ବିଜୟୀ ହୋଇଥିଲା
4. ବାଂଲାଦେଶ ବିପକ୍ଷରେ 131 ରନରେ ବିଜୟୀ ହୋଇଥିଲା ଭାରତ ।
5. ପାକିସ୍ତାନ ବିପକ୍ଷରେ 203 ରନରେ ବିଜୟୀ ହୋଇଥିଲା ଭାରତ ।
6. ଅଷ୍ଟ୍ରେଲିଆକୁ ବିପକ୍ଷରେ 8 ୱିକେଟରେ ବିଜୟୀ ହୋଇଥିଲା ଭାରତ ।
7. ଶ୍ରୀଲଙ୍କା ବିପକ୍ଷରେ 90 ରନରେ ବିଜୟୀ ହୋଇଥିଲା ଭାରତ ।
8. ଜାପାନ ବିପକ୍ଷରେ 10 ୱିକେଟରେ ବିଜୟୀ ହୋଇଥିଲା ଭାରତ ।
9. ଅଷ୍ଟ୍ରେଲିଆ ବିପକ୍ଷରେ 44 ରନରେ ବିଜୟୀ ହୋଇଥିଲା ଭାରତ ।

10. ଅଷ୍ଟ୍ରେଲିଆ ବିପକ୍ଷରେ 74 ରନରେ ବିଜୟୀ ହୋଇଥିଲା ଭାରତ ।

11. ପାକିସ୍ତାନକୁ ବିପକ୍ଷରେ 10 ୱିକେଟରେ ବିଜୟୀ ହୋଇଥିଲା ଭାରତ ।

Intro:Body:

zdgh

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.