ETV Bharat / sports

ଦ୍ବିତୀୟ ଦିନିକିଆ: ଛତା ଧରି ପଡିଆକୁ ଓହ୍ଲାଇଲେ ହିଟ୍‌ମ୍ୟାନ - ହିଟମ୍ୟାନ ରୋହିତ ଶର୍ମା

ଅଭ୍ୟାସ ସମୟରେ ହାତରେ ବ୍ୟାଟ ଓ ଛତା ଧରି ଆସିଲେ ହିଟମ୍ୟାନ ରୋହିତ ଶର୍ମା ।

ଡିଜାଇନ ଫଟୋ
author img

By

Published : Aug 11, 2019, 6:43 PM IST

ତ୍ରିନିଦାଦ୍‌: ଡରିଗଲେ ହିଟ୍‌ମ୍ୟାନ । ବ୍ୟାଟ ସାଙ୍ଗରେ ଆଣିଲେ ଛତା । ତେବେ ହିଟ୍‌ମ୍ୟାନଙ୍କ ଏହି ଡର କୌଣସି ପେସ ବୋଲରଙ୍କ ପାଇଁ ନୂହେଁ, ବରଂ ଇଣ୍ଡିଜ୍‌ର ବର୍ଷାକୁ । ଇଣ୍ଡିଜ୍‌ ଗସ୍ତର ପ୍ରଥମ ଦିନିକିଆ ଧୋଇଯିବା ପରେ ରବିବାର(ଆଜି) ଖେଳାଯାଉଛି 2ୟ ଦିନିକିଆ ମ୍ୟାଚ ।

Hitman
ଫଟୋ ସୌଜନ୍ୟ- ଟ୍ବିଟର @bcci

ତେବେ ତ୍ରିନିଦାଦର ପୋର୍ଟ ଅଫ ସ୍ପେନସ୍ଥିତ କୁଇନ୍ସ ପାର୍କ ଓଭାଲ ଗ୍ରାଉଣ୍ଡରେ ଖେଳାଯିବ ଏହି ମ୍ୟାଚ । ମାତ୍ର ବର୍ଷା ଲାଗି ରହିଥିବାରୁ ଖେଳାଳିମାନେ ଆଉଟଡୋର ବଦଳରେ ଇଣ୍ଡୋରରେ ଅଭ୍ୟାସ ଜାରି ରଖିଛନ୍ତି । ତେବେ ଅଭ୍ୟାସ ସମୟରେ ଫନି ଅନ୍ଦାଜ୍‌ ହାତରେ ବ୍ୟାଟ ଓ ଛତା ଧରି ଆସିଲେ ହିଟମ୍ୟାନ ରୋହିତ ଶର୍ମା ।

ତେବେ ରୋହିତଙ୍କ ଏହି ମଜାଳିଆ ଫଟୋ ବିସିସିଆଇ ନିଜ ଅଫିସିଆଲ ଟ୍ବିଟର ଆକାଉଣ୍ଟରେ ପୋଷ୍ଟ କରିଛି । ପୋଷ୍ଟରେ ଲେଖା ହୋଇଛି, "ପ୍ରଥମ ଦିନିକିଆ ପରି ବର୍ଷା । ମଜା କରିବାକୁ ଜାଗା ଖୋଜୁଛନ୍ତି ହିଟ୍‌ମ୍ୟାନ । "

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.