ETV Bharat / sports

ଆସେସ ସିରିଜ, 4ର୍ଥ ଦିନ: ଇଂଲଣ୍ଡକୁ ପ୍ରାରମ୍ଭିକ ଝଟ୍‌କା - ଆସେସ ସିରିଜ

4ର୍ଥ ଦିନରେ ପାଳି ଆରମ୍ଭରେ ମାତ୍ର 78ରନରେ 4 ୱିକେଟ ହରାଇଛି ଘରୋଇ ଇଂଲଣ୍ଡ ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
author img

By

Published : Aug 18, 2019, 5:36 AM IST

ଲର୍ଡ୍ସ: ସମ୍ମାନଜନକ ଆସେସ ସିରିଜର 2ୟ ମ୍ୟାଚର ପ୍ରଥମ ଦିନି ବର୍ଷାରେ ଧୋଇ ଗଲା ପରେ 4ର୍ଥ ଦିନରେ ମାତ୍ର 78ରନରେ 4 ୱିକେଟ ହରାଇଛି ଘରୋଇ ଇଂଲଣ୍ଡ । ତେବେ ପ୍ରଥମ ଇନିଂସ୍‌ରେ ୨୫୦ ରନ୍‌ କରି ଅଲ ଆଉଟ୍‌ ହୋଇଛି ଅତିଥି ଅଷ୍ଟ୍ରେଲିଆ । ଫଳରେ ଆଉ ଗୋଟିଏ ଦିନ ବାକି ଥିବାରୁ 2ୟ ମ୍ୟାଚ ପ୍ରାୟ ଡ୍ର ଆଟକୁ ଆଗ୍ରସର ।

ତେବେ ଅଷ୍ଟ୍ରେଲିଆର ଏହି ପାଳିରେ ଆହାତ ହୋଇଥିବା ଷ୍ଟିଭେନ ସ୍ମିଥ ସର୍ବାଧିକ ଲଢ଼ୁଆ 92 ରନ୍‌ର ପାଲି ଖେଳିଥିଲେ । ସେହିପରି ଉସମାନ ଖ୍ବାଜା 36ରନ ପାଳି ଖେଳିଛନ୍ତି । ତେବେ ସୂଚନାଥାଉ କି ସିରିଜ୍‌ରେ ଅଷ୍ଟ୍ରେଲିଆ 1-0ରେ ଆଗୁଆ ରହିଛି।

ତେବେ 4ର୍ଥ ଦିନର ଶେଷ ଭାଗକୁ ବ୍ୟାଟିଂ କରିବାକୁ ଆସିଥିବା ଘରୋଇ ଦଳର ଓପନିଂ ଯୋଡି ମାତ୍ର 9ରନରେ ଭାଙ୍ଗି ଯାଇଥିଲା । ରଏ ବ୍ରୁନ୍ସ(29), ଜାସନ ରଏ(2) ଓ ଅଧିନାୟକ ଜୋ ରୁଟ ଖାତା ଖୋଲିପାରିବା ବିନା ପାଭେଲିଅନ ଫେରିଛନ୍ତ । ତେବେ ଏବେ ପଡିଆରେ ଅପରାଜିତ ରହିଛନ୍ତି ବେନ ଷ୍ଟୋକ୍ସ ଓ ଜସ୍‌ ବଟଲର ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.