ETV Bharat / sports

‘5ଦିନିଆ ଖେଳକୁ ଅଧିକ ଲୋକପ୍ରିୟ କରିବ ଟେଷ୍ଟ ଚମ୍ପିଆନସିପ୍’

ଇଂଲଣ୍ଡ-ଅଷ୍ଟ୍ରେଲିଆ ଆସେସ ସିରିଜ ସହ ଆରମ୍ଭ ହେବାକୁ ଥିବା ଟେଷ୍ଟ ଚମ୍ପିଆନସିପ ଟେଷ୍ଟ କ୍ରିକେଟକୁ ଦେବ ନୂଆ ପରିଚୟ । ଏହା 5 ଦିନିଆ ଖେଳକୁ ଅଧିକ ଆକର୍ଷିତ ଏବଂ ଲୋକପ୍ରିୟ କରିବ ବୋଲି କହିଛନ୍ତି ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ।

author img

By

Published : Jul 29, 2019, 11:53 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ଅଗଷ୍ଟ ମାସ ପ୍ରାରମ୍ଭରୁ ଆରମ୍ଭ ହେବ ବହୁପ୍ରତୀକ୍ଷିତ ଟେଷ୍ଟ ଚମ୍ପିଆନସିପ୍ । ଇଂଲଣ୍ଡ-ଅଷ୍ଟ୍ରେଲିଆ ଆସେସ ସିରିଜ ସହ ଆରମ୍ଭ ହେବ ଟେଷ୍ଟ ଚମ୍ପିଆନସିପ । ଟେଷ୍ଟ କ୍ରିକେଟକୁ ନୂଆ ପରିଚୟ ଦେବ ଏହି ଚମ୍ପିଆନସିପ । 5 ଦିନିଆ ଖେଳକୁ ଅଧିକ ଆକର୍ଷିତ ଏବଂ ଲୋକପ୍ରିୟ କରିବ ଟେଷ୍ଟ ଚମ୍ପିଆନସିପ ବୋଲି କହିଛନ୍ତି ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି । ଅଗଷ୍ଟ 1ରୁ ଆରମ୍ଭ ହେବ ଟେଷ୍ଟ ଚମ୍ପିଆନସିପ ।

ଟେଷ୍ଟ ଚମ୍ପିଆନସିପର ପ୍ରଥମ ସଂସ୍କରଣରେ ପ୍ରମୁଖ 9ଟି ଦଳ ଅଂଶଗ୍ରହଣ କରିବେ । ସେମାନେ ହେଲେ ଅଷ୍ଟ୍ରେଲିଆ, ବାଂଲାଦେଶ, ଇଂଲଣ୍ଡ, ଭାରତ, ନ୍ୟୁଜିଲାଲାଣ୍ଡ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା ଏବଂ ଓ୍ବେଷ୍ଟଇଣ୍ଡିଜ୍ । ଆଗାମୀ ଦୁଇ ବର୍ଷ ମଧ୍ୟରେ 27ଟି ସିରିଜ୍ ଏବଂ 71ଟି ଟେଷ୍ଟ ମ୍ୟାଚ ଖେଳାଯାଇ ଏହି ଚମ୍ପିଆନସିପର ଚମ୍ପିଆନ ବଛାଯିବ ।

ଆମେ ପ୍ରବଳ ଉତ୍ସାହ ଏବଂ ଆଗ୍ରହର ସହିତ ଏହି ଚମ୍ପିଆନସିପକୁ ଅପେକ୍ଷା କରିଥିଲୁ । ଏହା 5 ଦିନିଆ ଖେଳକୁ ଅଧିକ ଲୋକପ୍ରିୟ କରିବ। ଟେଷ୍ଟ ଚମ୍ପିଆନସିପ ଟେଷ୍ଟ କ୍ରିକେଟକୁ ନୂଆ ଲୁକ ଦେବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କୋହଲି ।

Intro:Body:

TESTING

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.