ETV Bharat / sports

ମିଶନ ଆଇପିଏଲ: ୟୁଏଇ ଅଭିମୁଖେ ସିଏସକେ-ଆରସିବି - ଚେନ୍ନାଇ ଏୟାରପୋର୍ଟରୁ ୟୁଏଇ ଉଡାଣ

ଆଇପିଏଲ 2020 ପାଇଁ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗ୍ସ ଓ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟିମ ୟୁଏଇ ଗସ୍ତ କରିଛନ୍ତି ।

Team RCB, CSK including Thala Dhoni leave for UAE
ମିଶନ ଆଇପିଏଲ: ୟୁଏଇ ଅଭିମୁଖେ ସିଏସକେ-ଆରସିବି
author img

By

Published : Aug 21, 2020, 4:10 PM IST

ହାଇଦ୍ରାବାଦ: ଆଇପିଏଲ 2020 ପାଇଁ ଆରମ୍ଭ ହୋଇସାରିଛି କାଉଣ୍ଟଡାଉନ । ଗତକାଲି ରାଜସ୍ଥାନ ରୟାଲ୍ସ, କିଙ୍ଗ୍ସ ଇଲେଭେନ ପଞ୍ଜାବ ୟୁଏଇ ଉଡାଣ ଭରିବା ପରେ, ଆଜି ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗ୍ସ ଓ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟିମ ୟୁଏଇ ଗସ୍ତ କରିଛନ୍ତି ।

ୟୁଏଇ ଅଭିମୁଖେ ଚେନ୍ନାଇ ସୁପର କିଙ୍ଗ୍ସ

ଧୋନିଙ୍କ ସହ ଚେନ୍ନାଇ ସୁପର କିଙ୍ଗ୍ସ ଟିମ ଖେଳାଳି ଚେନ୍ନାଇ ଏୟାରପୋର୍ଟରୁ ଉଡାଣ ଭରିଛନ୍ତି । ବିମାନ ଉଡାଣ ଭରିବା ପୂର୍ବରୁ ସମସ୍ତ ଖେଳାଳିଙ୍କ ଶରୀରର ତାପମାତ୍ରା ପରୀକ୍ଷା କରାଯାଇଥିଲା ।

ବାଙ୍ଗାଲୋର ଟିମ ମଧ୍ୟ ସ୍ବତନ୍ତ୍ର ବିମାନ ଯୋଗେଁ ୟୁଏଇ ଉଡାଣ ଭରିଛି । ଫ୍ରାଞ୍ଚାଇଜର ଅଫିସିଆଲ ଟ୍ବିଟର ଆକାଉଣ୍ଟରେ ଖେଳାଳିଙ୍କ ଯାତ୍ରା ବେଳର ଫଟୋ ସେୟାର କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.