ETV Bharat / sports

ଟି-20 ବିଶ୍ବକପ ସେମିଫାଇନାଲ ବିଦାୟକୁ ନେଇ ଏମିତି କହିଲେ ବିୟୁମୋଣ୍ଟ

ମହିଳା ଟି-20 ବିଶ୍ବକପ ସେମିଫାଇନାଲରୁ ବିନା ପରାଜୟରେ ବିଦାୟ ନେଇଥିଲା ଇଂଲଣ୍ଡ । ତେବେ ଏହାକୁ ଏଯାବତ ସହଜରେ ଗ୍ରହଣ କରିପାରିନାହାଁନ୍ତି ଇଂଲଣ୍ଡ ଖେଳାଳି । ଏହି ଅବଶୋଷ ଦୀର୍ଘ ଦିନ ରହିବ କହିଛନ୍ତି ଇଂଲଣ୍ଡ ମହିଳା କ୍ରିକେଟର ଟମି ବିୟୁମୋଣ୍ଟ ।

author img

By

Published : Apr 23, 2020, 2:25 PM IST

T20 WC semifianl exit will hurt for a long time, says England's Tammy Beaumont
ଟି-20 ବିଶ୍ବକପ ସେମିଫାଇନାଲ ବିଦାୟକୁ ନେଇ ଏମିତି କହିଲେ ବିୟୁମୋଣ୍ଟ

ଲଣ୍ଡନ: ମହିଳା ଟି-20 ବିଶ୍ବକପ ସେମିଫାଇନାଲରୁ ବିନା ପରାଜୟରେ ବିଦାୟ ନେଇଥିଲା ଇଂଲଣ୍ଡ । ତେବେ ଏହାକୁ ଏଯାବତ ସହଜରେ ଗ୍ରହଣ କରିପାରିନାହାଁନ୍ତି ଇଂଲଣ୍ଡ ଖେଳାଳି । ଏହି ଅବଶୋଷ ଦୀର୍ଘ ଦିନ ରହିବ କହିଛନ୍ତି ଇଂଲଣ୍ଡ ମହିଳା କ୍ରିକେଟର ଟମି ବିୟୁମୋଣ୍ଟ ।

ସିଡନି କ୍ରିକେଟ ଗ୍ରାଉଣ୍ଡରେ ଭାରତ-ଇଂଲଣ୍ଡ ସେମିଫାଇନାଲ ମ୍ୟାଚ ବର୍ଷା ଯୋଗୁଁ ସମ୍ଭବ ହୋଇନଥିଲା । ଫଳରେ ମ୍ୟାଚ ବାତିଲ ସହ ଇଂଲଣ୍ଡ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଥିଲା । ଗ୍ରୁପ ପର୍ଯ୍ୟାୟରେ ଅପରାଜେୟ ସହ ପଏଣ୍ଟ ତାଲିକାରେ ଇଂଲଣ୍ଡ ଠାରୁ ପଏଣ୍ଟ ଥିବାରୁ ଫାଇନଲାକୁ ଉନ୍ନିତ ହୋଇଥିଲା ଭାରତ ।

ଗ୍ରୁପ ପର୍ଯ୍ୟାୟରେ ଦକ୍ଷିଣ ଆଫ୍ରିକା ଠାରୁ ପରାଜୟ ଇଂଲଣ୍ଡକୁ ମହଙ୍ଗା ପଡିଥିଲା । ତେବେ ସେମିଫାଇନାଲ ମ୍ୟାତ ବର୍ଷା ଯୋଗୁଁ ବାତିଲ ପରେ, ବିଶ୍ବକପ ଭଳି ମେଗା ଭଭେଣ୍ଟରେ ରିଜର୍ଭ ଡେ ର ବ୍ୟବସ୍ଥା ନଥିବାକୁ ନେଇ ପ୍ରଶ୍ନ ଉଠିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.