ETV Bharat / sports

ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ପ୍ରଥମ ସେମିଫାଇନାଲ: ଟସ୍‌ ଜିତି ରାଜସ୍ଥାନର ବ୍ୟାଟିଂ ନିଷ୍ପତ୍ତି

ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିର ପ୍ରଥମ ସେମିଫାଇନାଲ ମୁକାବିଲାରେ ତାମିଲନାଡୁ-ରାଜସ୍ଥାନ ମୁହାଁମୁହିଁ‌ । ସର୍ଦ୍ଦାର ପଟେଲ ଷ୍ଟାଡିୟମରେ ଟସ୍‌ ଜିତି ରାଜସ୍ଥାନର ବ୍ୟାଟିଂ ନିଷ୍ପତ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

author img

By

Published : Jan 29, 2021, 12:06 PM IST

ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ପ୍ରଥମ ସେମିଫାଇନାଲ: ଟସ୍‌ ଜିତି ରାଜସ୍ଥାନର ବ୍ୟାଟିଂ ନିଷ୍ପତ୍ତି
ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ପ୍ରଥମ ସେମିଫାଇନାଲ: ଟସ୍‌ ଜିତି ରାଜସ୍ଥାନର ବ୍ୟାଟିଂ ନିଷ୍ପତ୍ତି

ଅହମଦାବାଦ: ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିର ପ୍ରଥମ ସେମିଫାଇନାଲ ମୁକାବିଲାରେ ତାମିଲନାଡୁ - ରାଜସ୍ଥାନ ମୁହାଁମୁହିଁ‌ । ସର୍ଦ୍ଦାର ପଟେଲ ଷ୍ଟାଡିୟମରେ ଟସ୍‌ ଜିତି ରାଜସ୍ଥାନର ବ୍ୟାଟିଂ ନିଷ୍ପତ୍ତି ।

ଉଭୟଙ୍କ ପାଇଁ ମ୍ୟାଚ ଆଜି ବେଶ୍‌ ଗୁରୁତ୍ବପୂର୍ଣ୍ଣ ରହିଛି । ଆଜିର ବିଜେତା ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ଟିକେଟ ହାସଲ କରିବ ।

ରାଜସ୍ଥାନ ଚୁଡାନ୍ତ ଏକାଦଶ ଦଳ: ଭାରତ ଶର୍ମା, ଆଦିତ୍ୟ, ଅଶୋକ, ମହିପାଲ, ରାଜେଶ , ଅରଜିତ୍‌ ଚନ୍ଦ୍ରପାଲ ସିଂ, ଅନିକେତ ଚୌଧରୀ, ରବି ବିଷ୍ନୋଇ, ଖଲିଲି ଅହମ୍ମଦ, ତନବୀର-ଉଲ୍‌-ହକ୍‌

ତାମିଲନାଡୁ ଚୁଡାନ୍ତ ଏକାଦଶ: ହରି, ଏନ୍‌ ଜଗଦିଶେନ, ବାବା ଅପରାଜିଥ୍‌, ଅରୁଣ କାର୍ଥିକ, ସୋନୁ ଯାଦବ, ଦିନେଶ କାର୍ତ୍ତିକ, ଶାହରୁଖ, ରବିଶ୍ରୀନିବାସନ ସାଇ କିଶୋର, ଏମ୍‌ ମହମ୍ମଦ, ମୁରଗନ ଅଶ୍ବିନ, ଅଶ୍ବିନ କ୍ରିଷ୍ଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.