ETV Bharat / sports

କୋରୋନ ଭାଇରସ: ଆଉ ଦୁଇ ଖେଳାଳିଙ୍କ କାଉଣ୍ଟି କ୍ରିକେଟ ଚୁକ୍ତି ବାତିଲ

author img

By

Published : May 2, 2020, 3:59 PM IST

ଇଂଲଣ୍ଡର କାଉଣ୍ଟି କ୍ରିକେଟ କ୍ଳବ ପକ୍ଷରୁ ଆଉ ଦୁଇ ଖେଳାଳିଙ୍କ ଚୁକ୍ତି ବାତିଲ ହୋଇଛି । ପାକିସ୍ତାନର ସଦାବ ଖାନ ଓ ଅଷ୍ଟ୍ରେଲିଆର ଡି'ଆର୍କି ସର୍ଟଙ୍କୁ ଚୁକ୍ତି ବାତିଲ ହୋଇଛି ।

Surry cancels contracts of Shadab Khan, D'Archy Short due to coronavirus crisis
କୋରୋନ ଭାଇରସ: ଆଉ ଦୁଇ ଖେଳାଳିଙ୍କ କାଉଣ୍ଟି କ୍ରିକେଟ ଚୁକ୍ତି ବାତିଲ

ଲଣ୍ଡନ: ଇଂଲଣ୍ଡର କାଉଣ୍ଟି କ୍ରିକେଟ କ୍ଳବ ପକ୍ଷରୁ ଆଉ ଦୁଇ ଖେଳାଳିଙ୍କ ଚୁକ୍ତି ବାତିଲ ହୋଇଛି । ପାକିସ୍ତାନର ସଦାବ ଖାନ ଓ ଅଷ୍ଟ୍ରେଲିଆର ଡି'ଆର୍କି ସର୍ଟଙ୍କୁ ଚୁକ୍ତି ବାତିଲ ହୋଇଛି । ଏନେଇ କାଉଣ୍ଟି କ୍ରିକେଟ କ୍ଳବ ସୁରେ ପକ୍ଷରୁ ଘୋଷଣା କରାଯାଇଛି ।

ମହାମାରୀ କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ ଇଂଲଣ୍ଡ କ୍ରିକେଟ ବୋର୍ଡ(ECB) ଜୁଲାଇ 1 ପୂର୍ବରୁ ସମସ୍ତ ପ୍ରକାର କ୍ରିକେଟକୁ ବାରଣ କରିଛି । ଫଳରେ ମେ 28ରୁ ଆରମ୍ଭ ହେବାକୁ ଥିବା ଭିଟାଲିଟି ବ୍ଳାଷ୍ଟ ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ ହୋଇଛି ।

ତେବେ ପୂର୍ବରୁ ମଧ୍ୟ ଏକାଧିକ ବିଦେଶୀ ଖେଳାଳିଙ୍କ କାଉଣ୍ଟି କ୍ରିକେଟ ଚୁକ୍ତି ବାତିଲ ହୋଇଛି । ନିକଟରେ ଅଷ୍ଟ୍ରେଲିଆର ସ୍ପିଟଷ୍ଟାର ପିଟର ସିଡିଲଙ୍କ ଚୁକ୍ତି ବାତିଲ ହେବାପରେ, ସେ ଅସନ୍ତୋଷ ପ୍ରକାଶ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.