ETV Bharat / sports

ଅଷ୍ଟ୍ରେଲିଆ ଟି-20 ଦଳକୁ ଫେରିଲେ ୱାର୍ଣ୍ଣର-ସ୍ମିଥ - David Warner In Austaralia squad

ଅଷ୍ଟ୍ରେଲିଆ ଟି-20 ଦଳକୁ ଫେରିଲେ ଷ୍ଟିଭ ସ୍ମିଥ ଓ ଡେଭିଡ ୱାର୍ଣ୍ଣର-ଷ୍ଟିଭ ସ୍ମିଥ ।

ସ୍ମିଥ-ୱାର୍ଣ୍ଣର
author img

By

Published : Oct 8, 2019, 7:32 PM IST

ହାଇଦ୍ରାବାଦ: ଶ୍ରୀଲଙ୍କା ବିପକ୍ଷ ଟି-20 ସିରିଜ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷଣା ହୋଇଛି । ଦଳରେ ସ୍ଥାନ ପାଇଛନ୍ତି ଭେଟେରାନ ଷ୍ଟିଭ ସ୍ମିଥ ଓ ଡେଭିଡ ୱାର୍ଣ୍ଣର । ଅକ୍ଟୋବର 27ରୁ ଏହି ସିରିଜ ଆରମ୍ଭ ହେବ । ଆଗାମୀ ବର୍ଷ ଅଷ୍ଟ୍ରେଲିଆରେ ହେବାକୁ ଯାଉଛି ଟି20 ବିଶ୍ବକପ । ସେଥପାଇଁ ଏହାକୁ ନଜରରେ ରଖି ଦଳ ଘୋଷଣା ହୋଇଥିବା ଅଷ୍ଟ୍ରେଲିଆର ମୁଖ୍ୟ ଚୟନକର୍ତ୍ତା ଟ୍ରେଭର ହନସ କହିଛନ୍ତି ।

ୱାର୍ଣ୍ଣର ଓ ସ୍ମିଥ ବାସନ୍ଦାଦେଶ ପରେ ଦିନିକିଆ ବିଶ୍ବକପରେ ଖେଳିଥିଲେ । ଏହାପରେ ଆସେସ ସିରିଜରେ ଟେଷ୍ଟ କ୍ରିକେଟକୁ ଫେରିଥିଲେ ଉଭୟ ଖେଳାଳି । ତେବେ ଅଷ୍ଟ୍ରେଲିଆ ଟି20 ଦଳରେ ସାମିଲ ନେଇ ଚୟନକର୍ତ୍ତା ଖୁସି ଜାହିର କରିଛନ୍ତି । ଉଭୟ ଖେଳାଳିଙ୍କ ନାମରେ ଅଷ୍ଟ୍ରେଲିଆ ପକ୍ଷରୁ ଟି20 କ୍ରିକେଟରେ ସର୍ବାଧିକ ରନ ମଧ୍ୟ ରହିଛି ।

ଅଷ୍ଟ୍ରେଲିଆ ଦଳ: ଆରୋନ ଫିଞ୍ଚ(କ୍ୟାପଟେନ), ଅଷ୍ଟନ ଆଗର, ଆଲେକ୍ସ କ୍ୟାରି, ପାଟ କମିନ୍ସ, ଗ୍ଳେନ ମାକ୍ସୱେଲ, ବେନ ମେକଡରମୋଟ, କେନ ରିଚାର୍ଡସନ, ଷ୍ଟିଭ ସ୍ମିଥ, ବିଲି ଷ୍ଟାନଲେକ, ମିଚେଲ ଷ୍ଟାର୍କ, ଆଷ୍ଟନ ଟର୍ଣ୍ଣର, ଆଣ୍ଡ୍ରେ ଟାଇ, ଡେଭିଡ ୱାର୍ଣ୍ଣର ଓ ଆଡାମ ଜାମ୍ପା ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.