ETV Bharat / sports

ବିଶ୍ବକପ ଆସିନି, ଉତ୍ସବ ମନାଅନି: ଘରେ ରହିବାକୁ ହିଟମ୍ୟାନଙ୍କ ଅପିଲ

ମହାମାରୀ କୋରୋନା ଭାଇରସ ବିରୁଦ୍ଧରେ ଭାରତର ଲଢେଇ ଜାରି ରହିଛି । ଟିମ ଇଣ୍ଡିଆ ଓପନର ରୋହିତ ଶର୍ମା ଟ୍ବିଟ ଯୋଗେଁ ଲୋକଙ୍କୁ ଘରେ ରହିବାକୁ ଅପିଲ କରିଛନ୍ତି । ରୋହିତ କହିଛନ୍ତି ବିଶ୍ବକପକୁ ଆହୁରି ସମୟ ବାକି ଅଛି । ଏବେଠାରୁ ଘରୁ ବାହାରି ଉତ୍ସବ ମନାନ୍ତୁ ନାହିଁ ।

Rohit Sharma  Appeal people to stay at home
ବିଶ୍ବକପ ଆସିନି, ଉତ୍ସବ ମନାଅନି: ଘରେ ରହିବାକୁ ହିଟମ୍ୟାନଙ୍କ ଅପିଲ
author img

By

Published : Apr 6, 2020, 11:50 AM IST

ନୂଆଦିଲ୍ଲୀ: ମହାମାରୀ କୋରୋନା ଭାଇରସ ବିରୁଦ୍ଧରେ ଭାରତର ଲଢେଇ ଜାରି ରହିଛି । ଟିମ ଇଣ୍ଡିଆ ଓପନର ରୋହିତ ଶର୍ମା ଟ୍ବିଟ ଯୋଗେଁ ଲୋକଙ୍କୁ ଘରେ ରହିବାକୁ ଅପିଲ କରିଛନ୍ତି । ରୋହିତ କହିଛନ୍ତି ବିଶ୍ବକପକୁ ଆହୁରି ସମୟ ବାକି ଅଛି । ଏବେଠାରୁ ରାସ୍ତାକୁ ବାହାରି ଉତ୍ସବ ମନାନ୍ତୁ ନାହିଁ । ସମସ୍ତେ ଘରେ ରୁହନ୍ତୁ ।

aେ
ଘରେ ରହିବାକୁ ହିଟମ୍ୟାନଙ୍କ ଅପିଲ

ଆଇସିସି ଟି-20 ବିଶ୍ବକପ 2020 ଅଷ୍ଟ୍ରେଲିଆରେ ଅକ୍ଟୋବର 18ରୁ ନଭେମ୍ବର 15 ପର୍ଯ୍ୟନ୍ତ ଖେଳାଯିବା ନେଇ ସୂଚୀ ରହିଛି । କୋରୋନା ଭାଇରସରେ ସମଗ୍ର ବିଶ୍ବ ପ୍ରଭାବିତ ହୋଇଥିବାବେଳେ, ଟି-20 ବିଶ୍ବ ପୂର୍ବ ନିର୍ଦ୍ଧାରିତ ସମୟରେ ଖେଳାଯିବା ବୋଲି ମାର୍ଚ୍ଚ 17ରେ, ଆଇସିସି ପକ୍ଷରୁ କୁହାଯାଇଛି ।

ସଦ୍ୟ ସୂଚନା ଅନୁଯାୟୀ ଭାରତରେ ଗତ 24 ଘଣ୍ଟା ମଧ୍ୟରେ 505 ଜଣ ନୂଆ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହିତ ମୋଟ ସଂଖ୍ୟା 3,500 ପାର କରିଛି । ସେଥିମଧ୍ୟରୁ 83 ଜଣଙ୍କର ମୃତ୍ୟୁ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.