ETV Bharat / sports

Youth ODI: ଜନ୍ମଦିନରେ ଯଶସ୍ବୀଙ୍କ ଅଲରାଉଣ୍ଡର ପ୍ରଦର୍ଶନ, ଆଗୁଆ ସିରିଜ କବଜା କଲା ଭାରତ

ୟୁଥ ଦିନିକିଆ ସିରିଜକୁ ଆଗୁଆ ହାତେଇଲା ଭାରତ । 2ୟ ମ୍ୟାଚରେ ଦ.ଆଫ୍ରିକାକୁ 8 ଓ୍ବିକେଟରେ ମାତ୍‌ ଦେଇଛି ଭାରତ ।

cricket
cricket
author img

By

Published : Dec 29, 2019, 12:37 AM IST

ଲଣ୍ଡନ: ଦ.ଆଫ୍ରିକା ସହ ଚାଲିଥିବା ୟୁଥ ଦିନିକିଆ ସିରିଜକୁ ଆଗୁଆ ହାତେଇଲା ଭାରତ । ଶନିବାର ଦିନ 2ୟ ମ୍ୟାଚରେ ଭାରତ ଟସ୍‌ ଜିତି ପ୍ରଥମେ ବୋଲିଂ କରିଥିଲା । ତେବେ ବର୍ଥଡେ ବୟ ଯଶସ୍ବୀ ଜୟସଓ୍ବାଲଙ୍କ ଦମ୍‌ଦାର ବୋଲିଂ ଫଳରେ ଅଣ୍ଡର-19 ଭାରତୀୟ ଦଳ ଦ.ଆଫ୍ରିକାକୁ 119ରେ ଅଲଆଉଟ୍‌ କରିଥିଲା । 2ୟ ମ୍ୟାଚରେ ଭାରତ 8 ଓ୍ବିକେଟରେ ଅଣ୍ଡର-19 ଭାରତୀୟ କ୍ରିକେଟ ଟିମ ବିଜୟ ହାସଲ କରିଛି ।

cricket
ବିସିସିଆଇ ଟ୍ବିଟ

ଯଶସ୍ବୀ ଜୟସଓ୍ବାଲ ଦଳ ପକ୍ଷରୁ ସର୍ବାଧିକ 4ଟି ଓ୍ବିକେଟ ନେଇଥିବାବେଳେ, ରବି ,ଅର୍ଥବ ଓ ଆକାଶ ଦୁଇଟି ଲେଖାଏଁ ହାସଲ କରିଥିଲେ ।

cricket
U-19 ଭାରତୀୟ କ୍ରିକେଟ ଦଳ

ତେବେ 119ରନର ପିଛା କରି ଭାରତୀୟ ଦଳ ମାତ୍ର 16.2 ଓଭରରେ 2 ଓ୍ବିକେଟ ବିନିମୟରେ ବିଜୟଲକ୍ଷ୍ୟକୁ ଛୁଇଁ ମ୍ୟାଚ ନିଜ ନାଁରେ କରିଛନ୍ତି । ତେବେ ଦଳ ପକ୍ଷରୁ ଯଶସ୍ବୀ ସର୍ବାଧିକ 89ରନ(56ବଲ୍‌) କରି ନଟ୍‌ ଆଉଟ ରହିଥିଲେ ।

ତେବେ ଏହି 3ମ୍ୟାଚ ବିଶିଷ୍ଟ ୟୁଥ ସିରିଜକୁ ଆଗୁଆ କବଜା କରିଛି ଭାରତ ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.