ETV Bharat / sports

ଇଂଲଣ୍ଡ ଗସ୍ତରେ ଗାଙ୍ଗୁଲି: ସୁପର ସିରିଜ ନେଇ ହୋଇପାରେ ଆଲୋଚନା

ଇଂଲଣ୍ଡ ଗସ୍ତରେ ବିସିସିଆଇ ଅଧ୍ୟକ୍ଷ । ସୌରଭ ଗାଙ୍ଗୁଲି ଇସିବି ସହ କରିପାରନ୍ତି 4 ଦେଶ ମଧ୍ୟରେ ହେବାକୁ ଥିବା ସିରିଜ ସମ୍ବନ୍ଧରେ ଆଲୋଚନା । ଅଧିକ ପଢନ୍ତୁ..

sourav ganguly
sourav ganguly
author img

By

Published : Feb 7, 2020, 3:47 PM IST

ନୂଆଦିଲ୍ଲୀ: ଇଂଲଣ୍ଡ ଗସ୍ତରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି । ଗାଙ୍ଗୁଲି ଇଂଲଣ୍ଡ ଏଣ୍ଡ ଓ୍ବେଲ୍ସ କ୍ରିକେଟ ବୋର୍ଡ(ଇସିବି) ସହ ଅନୌପଚାରିକ ବୈଠକ କରିବେ । ଏହି ବୈଠକରେ କ୍ରିକେଟ ଅଷ୍ଟ୍ରେଲିଆ(ଇସି)ର ଅଧିକାରୀ ସାମିଲ ହୋଇପାରନ୍ତି ।

ganguly
ଭାରତୀୟ ଟିମ

ତେବେ ସୂତ୍ର ଅନୁସାରେ, ଗାଙ୍ଗୁଲି କୋଲକାତାରୁ ବୁଧବାର ଦିନ ଇଂଲଣ୍ଡକୁ ଯାତ୍ରା କରିଛନ୍ତି । 4 ଦେଶ ମଧ୍ୟରେ ହେବାକୁ ଥିବା ସିରିଜ ସମ୍ବନ୍ଧରେ ଆଲୋଚନା କରିପାରନ୍ତି । ଏହି ବୈଠକରେ କ୍ରିକେଟ ଅଷ୍ଟ୍ରେଲିଆ(ଇସି)ର ଅଧିକାରୀ ସାମିଲ ହୋଇପାରନ୍ତି । ଏହି 4 ରାଷ୍ଟ୍ର ସିରିଜ କିପରି ଆଇସିସିର ଭବିଷ୍ୟ ଟୁର୍‌ ପ୍ରୋଗାମରେ ସାମିଲ ହେବ ଏନେଇ ଚର୍ଚ୍ଚା ହେବ ।

ସୌରଭ ଗାଙ୍ଗୁଲି ପୂର୍ବରୁ ଘୋଷଣା କରିସାରିଛନ୍ତି ବିସିସିଆଇ ପ୍ରତିବର୍ଷ 4 ରାଷ୍ଟ୍ର ସିରିଜର ଆୟୋଜନ କରିବା ବିଚାର ରଖିଛି । ଯେଉଁଥିରେ ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ଭାରତ ସହ ଅନ୍ୟ ଏକ ଶୀର୍ଷ ଦେଶ ସାମିଲ ହେବ ।

କ୍ରିକେଟ ଅଷ୍ଟ୍ରେଲିଆର ମୁଖ୍ୟ କାର୍ଯ୍ୟକାରୀ କେଭିନ ରୋବଟର୍ସ ଏହାକୁ ନେଇ ସାକାରାତ୍ମକ ଚିନ୍ତାଧାରା ଦର୍ଶାଇଛନ୍ତି । ସେ କହିଛନ୍ତି ଯେ, ମତେ ଲାଗୁଛି ସୌରଭ ଗାଙ୍ଗୁଲି ବିସିସିଆଇର ନୂଆ ଅଧ୍ୟକ୍ଷ ହେବା ପରେ ଏହା ଏକ ନୂଆ ବିଚାର ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.