ETV Bharat / sports

ପ୍ରଥମ ଦିନିକିଆ: ଧୱନ ସ୍ପର୍ଶ କଲେ ଏହି ମାଇଲଷ୍ଟୋନ

ଅନ୍ତର୍ଜାତୀୟ ଦିନିକିଆ ଫର୍ମାଟରେ ଧୱନ୍ ଅଷ୍ଟ୍ରେଲିଆ ବିପକ୍ଷରେ 1 ହଜାର ରନ୍ ପୂରଣ କରିବାରେ ପଞ୍ଚମ ଭାରତୀୟ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି ।

shikhar-dhawan-achieved-this-special-achievement-in-the-first-odi
ପ୍ରଥମ ଦିନିକିଆ: ଧୱନ ପୁରଣ କଲେ ଏହି ମାଇଲଷ୍ଟୋନ
author img

By

Published : Jan 14, 2020, 11:33 PM IST

ମୁମ୍ବାଇ: ପ୍ରଥମ ଦିନିକିଆରେ 10 ୱିକେଟରେ ଘରୋଇ ଦଳକୁ ମାତ୍‌ ଦେଇଛି ଅତିଥି ଅଷ୍ଟ୍ରେଲିଆ । ଦୁର୍ବଳ ବ୍ୟାଟଂ ପାଇଁ ପରାଜୟର ସ୍ବଦ ଚାଖିଛି ବିରାଟ ବାହିନୀ । ତେବେ ଭାରତୀୟ ପାଳିରେ ଦମଦାର ପ୍ରଦର୍ଶନ କରିଥିବା ଦଳର ଅନ୍ୟତମ ଓପନର ଶିଖର ଧୱନ ଆଉ ଏକ ଉପଲବ୍ଧି ହାସଲ କରିଛନ୍ତି ।

ଅନ୍ତର୍ଜାତୀୟ ଦିନିକିଆ ଫର୍ମାଟରେ ଧୱନ୍ ଅଷ୍ଟ୍ରେଲିଆ ବିପକ୍ଷରେ 1 ହଜାର ରନ୍ ପୂରଣ କରିବାରେ ପଞ୍ଚମ ଭାରତୀୟ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି । ତେବେ ଏହି ରେକର୍ଡ ତାଲିକାରେ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକର ଅଷ୍ଟ୍ରେଲିଆ ବିପକ୍ଷରେ ସର୍ବାଧିକ ରନ୍ କରିଛନ୍ତି । ସଚିନ କଙ୍ଗାରୁ ଟିମ୍ ବିପକ୍ଷରେ 3077 ରନ୍ କରି ପ୍ରଥମ ସ୍ଥାନରେ ରହିଛନ୍ତି। ସେହିପରି ରୋହିତ୍ ଶର୍ମା (2047), ବିରାଟ୍ କୋହଲି (1717) ଏବଂ ମହେନ୍ଦ୍ର ସିଂ ଧୋନି (1670)ରନ କରିଛନ୍ତି ।

ଆଜି ମ୍ୟାଚରେ 91ବଲରୁ 74ରନର ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି ଧୱନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.