ETV Bharat / sports

ପାକିସ୍ତାନ କ୍ୟାପ୍ଟେନ ଗାଦିରୁ ହଟିଲେ ସର୍ଫରାଜ - ବାବର ଆଜାମ

ଶେଷରେ ପାକିସ୍ତାନ କ୍ରିକେଟ ଦଳର କ୍ୟାପ୍ଟେନ ଗାଦିରୁ ହଟିଲେ ସର୍ଫରାଜ ଅହମ୍ମଦ । ଟେଷ୍ଟ ପାଇଁ ଆଝର ଅଲ୍ଲୀଙ୍କୁ ଓ ଟି-20 ଫର୍ମାଟ ପାଇଁ ଦଳର କ୍ୟାପ୍ଟେନ ହୋଇଛନ୍ତି ବାବର ଆଜମ।

ପାକିସ୍ତାନ କ୍ୟାପ୍ଟେନ ଗାଦିରୁ ହଟିଲେ ସର୍ଫରାଜ
author img

By

Published : Oct 19, 2019, 7:16 AM IST

କରାଚୀ: ଶେଷରେ ପାକିସ୍ତାନ କ୍ରିକେଟ ଦଳର କ୍ୟାପ୍ଟେନ ଗାଦିରୁ ହଟିଲେ ସର୍ଫରାଜ ଅହମ୍ମଦ। ବିଶ୍ବକପରେ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ପରେ ସର୍ଫାରାଜ ହଟାଓ ଦାବି ହୋଇ ଆସୁଥିଲା । ଶେଷରେ ତାହା ସଫଳ ହୋଇଛି । ଟେଷ୍ଟ ଓ ଟି-20 ଫର୍ମାଟରେ ସର୍ଫରାଜଙ୍କୁ କ୍ୟାପ୍ଟେନ ପଦରୁ ହଟାଯାଇଛି ।

ତେବେ ଟେଷ୍ଟ ପାଇଁ ଆଝର ଅଲ୍ଲୀଙ୍କୁ ଅଧିନାୟକ କରାଯାଇଛି । ସେହିପରି ଟି-20 ଫର୍ମାଟ ପାଇଁ ଦଳର କ୍ୟାପ୍ଟେନ ହୋଇଛନ୍ତି ବାବର ଆଜମ। ଏନେଇ ପାକିସ୍ତାନ କ୍ରିକେଟ ବୋର୍ଡ ପକ୍ଷରୁ ସୂଚନା ମିଳିଛି ।

ତେବେ ବିଶ୍ବକପରେ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଘରୋଇ ସିରିଜରେ ମଧ୍ୟ ଲଜ୍ୟାଜନକ ପରାଜୟ ପାଇଥିଲା ଦଳ । ଶ୍ରୀଲଙ୍କା ପାକିସ୍ତାନ ମାଟିରେ ଟି-20 ମାନ୍ୟତାର ଶୀର୍ଷ ସ୍ଥାନରେ ଥିବା ପାକିସ୍ତାନକୁ ଶୋଚନୀୟ ପରାସ୍ତ କରିଥିଲା । ଏହାପରେ କ୍ୟାପ୍ଟେନ ପଦରୁ ସର୍ଫରାଜଙ୍କୁ ହଟାଇବା ପାଇଁ ପାକିସ୍ତାନ କ୍ରିକେଟ ବୋର୍ଡ ସଂକେତ ଦେଇଥିଲା।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.