ETV Bharat / sports

ଆଇପିଏଲ 13: ମଞ୍ଜ୍ରେକରଙ୍କ ଦୃଢୋକ୍ତି, ଦମ୍ ଦେଖାଇବେ ଧୋନି

ୟୁଏଇରେ ଖେଳାଯିବାକୁ ଥିବା ଆଇପିଏଲ 2020ରେ ଧୋନି ଭଲ ପ୍ରଦର୍ଶନ କରିବେ । ଏହା କହିଛନ୍ତି ପୂର୍ବତନ କ୍ରିକେଟର ତଥା ସଞ୍ଜୟ ମଞ୍ଜ୍ରେକର ।

author img

By

Published : Aug 8, 2020, 9:52 PM IST

Sanjay Manjrekar confident on Dhoni's perfomance in IPL 13
ଆଇପିଏଲ 13: ମଞ୍ଜ୍ରେକରଙ୍କ ଦୃଢୋକ୍ତି, ଦମ୍ ଦେଖାଇବେ ଧୋନି

ହାଇଦ୍ରାବାଦ: ପୁଣି ଚର୍ଚ୍ଚାରେ ପୂର୍ବତନ ଭାରତୀୟ କ୍ୟାପଟେନ ତଥା ଆଇପିଏଲ ଫ୍ରାଞ୍ଜାଇଜ ଚେନ୍ନାଇ ସୁପର କିଙ୍ଗ୍ସ କ୍ୟାପଟେନ ମହେନ୍ଦ୍ର ସିଂ ଧୋନି । ୟୁଏଇରେ ଖେଳାଯିବାକୁ ଥିବା ଆଇପିଏଲ 2020ରେ ଧୋନି ଭଲ ପ୍ରଦର୍ଶନ କରିବେ । ଏହା କହିଛନ୍ତି ପୂର୍ବତନ କ୍ରିକେଟର ତଥା ସଞ୍ଜୟ ମଞ୍ଜ୍ରେକର ।

Sanjay Manjrekar confident on Dhoni's perfomance in IPL 13
ମହେନ୍ଦ୍ର ସିଂ ଧୋନି

ତେବେ 2019 କ୍ରିକେଟ ବିଶ୍ବକପ ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲ ମ୍ୟାଚରେ ଶେଷ ଥର ପାଇଁ ନଜର ଆସିଥିଲେ ଧୋନି । ଏହାପରଠାରୁ ସେ ଗୋଟିଏ ବି ମ୍ୟାଚ ଖେଳିନାହାନ୍ତି । ଯେ ପର୍ଯ୍ୟନ୍ତ ଷ୍ଟାଇଲିଷ୍ଟ ୱିକେଟକିପର ଧୋନି ଭାରତୀୟ କ୍ରିକେଟରେ ଶ୍ରେଷ୍ଠତମ ଦ୍ରୁତ ଖେଳାଳି ରହିଛନ୍ତି, ସେପର୍ଯ୍ୟନ୍ତ ଖେଳିବା ଉଚିତ କହିଛନ୍ତି ମଞ୍ଜ୍ରେକର । ୟୁଏଇରେ ଆଇପିଏଲ ଖେଳାଯାଉଥିବାରୁ ଭିନ୍ନ ପରିବେଶ ରହିବ । ମାତ୍ର ସଚିନ ଓ ଧୋନି ଚମ୍ପିଆନ ଖେଳାଳି । ସେଥିପାଇଁ ପୂର୍ବପରି ଧୋନିଙ୍କ ଶକ୍ତିଶାଳୀ ବ୍ୟାଟିଂ ଦେଖିବାକୁ ମିଳିବ କହିଛନ୍ତି ମଞ୍ଜ୍ରେକର ।

ସଞ୍ଜୟ ମଞ୍ଜ୍ରେକର

ଆଇପିଏଲର 13ତମ ସଂସ୍କରଣ ୟୁଏଇର ଦୁବାଇ, ଆବୁଧାବି ଓ ସାରଜାହ ଷ୍ଟାଡିୟମରେ ଖେଳାଯିବ । ପୂର୍ବରୁ ବିଶ୍ବର ବୃହତ ଓ ବିତ୍ତଶାଳୀ ଟି-20 ଲିଗ ଆଇପିଏଲ ମାର୍ଚ୍ଚ 29ରୁ ଆରମ୍ଭ ନେଇ ସୂଚୀ ରହିଥିଲା । ମାତ୍ର ମହାମାରୀ କୋରୋନା ଭାଇରସ କାରଣରୁ ଏହି ଟୁର୍ଣ୍ଣାମେଣ୍ଟ ସମ୍ଭବ ହୋଇପାରିନଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.