ETV Bharat / sports

KKR vs RR: ପୁଣି ଗର୍ଜିଲେ ଗିଲ, ରାଜସ୍ଥାନ ଆଗରେ 175ରନର ବିଜୟ ଲକ୍ଷ୍ୟ

author img

By

Published : Sep 30, 2020, 9:51 PM IST

ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ରାଜସ୍ଥାନ । କୋଲକାତା ଦୁଇ ଓପନରଙ୍କ ବ୍ୟତୀତ ନିତିଶ ରାଣା 22, ଆନ୍ଦ୍ରେ ରସଲେ 24 ଓ ଇୟନ ମୋର୍ଗାନ 34ରନ କରିଛନ୍ତି ।

KKR vs RR: ପୁଣି ଗର୍ଜିଲେ ଗିଲ, ରାଜସ୍ଥାନ ଆଗରେ 175ରନର ବିଜୟ ଲକ୍ଷ୍ୟ
KKR vs RR: ପୁଣି ଗର୍ଜିଲେ ଗିଲ, ରାଜସ୍ଥାନ ଆଗରେ 175ରନର ବିଜୟ ଲକ୍ଷ୍ୟ

ଦୁବାଇ: ଓପନର ଶୁଭମନ ଗିଲଙ୍କ 47 ରନ ପାଳି ବଳରେ 174ରନ କରିଛି କୋଲକାତା ନାଇଟ ରାଇଡର୍ସ । ତେବେ ଆଜି ମ୍ୟାଚରେ ପୁଣିଥରେ ଦଳର ଅନ୍ୟତମ ଓପନର ସୁନୀଲ ନାରିନ ଫେଲ ମାରିଛନ୍ତି । 14 ବଲରୁ 15 ରନ କରିଛନ୍ତି ନାରିନ ।

ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ରାଜସ୍ଥାନ । କୋଲକାତା ଦୁଇ ଓପନରଙ୍କ ବ୍ୟତୀତ ନିତିଶ ରାଣା 22, ଆନ୍ଦ୍ରେ ରସଲେ 24 ଓ ଇୟନ ମୋର୍ଗାନ 34ରନ କରିଛନ୍ତି । ସେହିପରି ରାଜସ୍ଥାନ ପକ୍ଷରୁ ଜୋଫ୍ରା ଆର୍ଚର ସର୍ବାଧିକ ଦୁଇଟି ୱିକେଟ ନେଇଥିବାବେଳେ ରାଜପୁତ, ଟମ କୁରନ ଓ ଉନାଦକଟ ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.