ହାଇଦ୍ରାବାଦ: କୋରୋନା ମହାମାରୀ ମଧ୍ୟରେ ପୂର୍ବତନ ଭାରତୀୟ କ୍ରିକେଟରଙ୍କ ଘରେ ଆସିଛନ୍ତି ଆଉ ଜଣେ ଅତିଥି । କ୍ରିକେଟର ଆରପି ସିଂ ଟ୍ବିଟ କରି ଏହାର ସୂଚନା ଦେଇଛନ୍ତି ।
ସୂଚନାଥାଉକି, ଆରପି ସିଂ ଓ ଦେବାଂଶୀ ପୋପଟ 2017ରେ ପ୍ରଥମ କରି ମା-ବାପା ହୋଇଥିଲେ । ଝିଅ ଇରା ଆରପି ସିଂଙ୍କ ପ୍ରଥମ ସନ୍ତାନ । ଆରପି ସିଂ ପ୍ରାୟତଃ ସୋସିଆଲ ମିଡିଆରେ ଲାଡଲୀ ଇରା ସହ ଫଟୋ ସେୟାର କରିଥାନ୍ତି । ଏବେ 2ୟ ସନ୍ତାନର ଖୁସି ଖବର ଟ୍ବିଟ ମାଧ୍ୟମରେ ଆରପି ସିଂ ଦେଇ କହିଛନ୍ତି ଯେ, ଭଗବାନଙ୍କ ଆର୍ଶୀବାଦରୁ ଆମ ଘରକୁ ଶିଶୁପୁତ୍ର ଆସିଛି ।
-
With the grace of God, @DevanshiS_ and I are delighted to announce the birth of our baby boy. #ॐ_नमः_शिवाय #HarHarMahadev
— R P Singh रुद्र प्रताप सिंह (@rpsingh) September 3, 2020 " class="align-text-top noRightClick twitterSection" data="
">With the grace of God, @DevanshiS_ and I are delighted to announce the birth of our baby boy. #ॐ_नमः_शिवाय #HarHarMahadev
— R P Singh रुद्र प्रताप सिंह (@rpsingh) September 3, 2020With the grace of God, @DevanshiS_ and I are delighted to announce the birth of our baby boy. #ॐ_नमः_शिवाय #HarHarMahadev
— R P Singh रुद्र प्रताप सिंह (@rpsingh) September 3, 2020
ଆରପି ସିଂ 2018ରେ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ୟାସ ନେଇଥିଲେ । ଭାରତର ପୂର୍ବତନ ବୋଲର ଆରପି ସିଂ 14ଟି ଟେଷ୍ଟ ମ୍ୟାଚ ଓ 58ଟି ଦିନିକିଆ ମ୍ୟାଚ ଖେଳିଛନ୍ତି । ଏହି ଫାଷ୍ଟ ବୋଲର 2012ରେ ଦେବାଂଶୀଙ୍କ ସହ ଅହମଦାବାଦରେ ବିବାହ କରିଥିଲେ ।