ETV Bharat / sports

'ରୋହିତଙ୍କ ଅନୁଶାସନ ତାଙ୍କୁ କରିଛି ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ'

author img

By

Published : Oct 22, 2019, 2:07 AM IST

ରୋହିତ ଶର୍ମାଙ୍କ ଦମ୍‌ଦାର ପ୍ରଦର୍ଶନ ଦେଖି ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଗ୍ରୀମ ସ୍ମିଥ ରୋହିତଙ୍କ ଖୁବ ପ୍ରଶଂସା କରିଛନ୍ତି । 3ୟ ଟେଷ୍ଟ ମ୍ୟାଚର ପ୍ରଥମ ଇଂନିସରେ ଭାରତ ପକ୍ଷରୁ ରୋହିତ 255ବଲ୍‌ରେ 212 ରନ ହାସଲ କରିଛନ୍ତି । ଅଧିକ ପଢ଼ନ୍ତୁ...

rohit sharma

ହାଇଦ୍ରାବାଦ: ଟେଷ୍ଟ କ୍ରିକେଟ କ୍ୟାରିଅରେ ପ୍ରଥମ ଥର ପାଇଁ ଓପନର ଭାବେ ଖେଳୁଥିବା ରୋହିତ ଶର୍ମାଙ୍କ ଦମ୍‌ଦାର ପ୍ରଦର୍ଶନ ଦେଖି କ୍ରିକେଟ ଜଗତରେ ତାଙ୍କ ପ୍ରଶଂସା ନକରି କେହି ରହି ପାରୁ ନାହାଁନ୍ତି । ତେବେ ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଗ୍ରୀମ ସ୍ମିଥ ମଧ୍ୟ ହିଟମ୍ୟାନଙ୍କ ପ୍ରଶଂସାରେ ଶତମୂଖ ।

ସେ ରୋହିତଙ୍କ ପ୍ରଶଂସା କରି କହିଛନ୍ତି ଯେ, ରୋହିତଙ୍କ ପ୍ରଦର୍ଶନ ବେଶ୍‌ ପ୍ରଶଂସନୀୟ । ଏହି ଖେଳ ପ୍ରତି ତାଙ୍କର ଅନୁଶାସନ ଓ ରଣନୀତି, ତାଙ୍କୁ ସର୍ବଶ୍ରେଷ୍ଠ ଟେଷ୍ଟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ସ୍ଥାନିତ କରିବ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ସ୍ପିନ ବିଭାଗ ରୋହିତଙ୍କ ପାଇଁ ବେଶ୍‌ ଲାଭଦାୟକ ରହିଥିଲା । ଯାହା ଫଳରେ ଏହି ସିରିଜରେ ସେ ଶାନଦାର ପ୍ରଦର୍ଶନ କରିବାରେ ସକ୍ଷମ ହୋଇଛନ୍ତି ।

ସୂଚନା ଥାଉକି, ଦକ୍ଷିଣ ଆଫ୍ରିକା ବିପକ୍ଷରେ 3ୟ ଟେଷ୍ଟ ମ୍ୟାଚର ପ୍ରଥମ ଇଂନିସରେ ଭାରତ ପକ୍ଷରୁ ରୋହିତ 255ବଲ୍‌ରେ 212 ରନ କରିଛନ୍ତି । ସେଥିରେ 6ଟି ଛକା ଓ 28ଟି ଚୌକା ସାମିଲ ଅଛି ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.