ETV Bharat / sports

ଅଷ୍ଟ୍ରେଲିଆରେ ଅଭ୍ୟାସକୁ ଫେରିଲେ ରୋହିତ, ବିସିସିଆଇ କହିଲା ପ୍ରତୀକ୍ଷାର ଅନ୍ତ - ଅଭ୍ୟାସକୁ ଫେରିଲେ ରୋହିତ

ଭାରତୀୟ ଭାଇସ-କ୍ୟାପଟେନ ରୋହିତ ଶର୍ମା ଶୁକ୍ରବାର ନେଟସରେ ଅଭ୍ୟାସ ଆରମ୍ଭ କରିଛନ୍ତି । ଅଧିକ ପଢନ୍ତୁ...

ଅଷ୍ଟ୍ରେଲିଆରେ ଅଭ୍ୟାସକୁ ଫେରିଲେ ରୋହିତ, ବିସିସିଆଇ କହିଲା ପ୍ରତୀକ୍ଷାର ଅନ୍ତ

author img

By

Published : Jan 1, 2021, 11:00 PM IST

ମେଲବୋର୍ଣ୍ଣ: ଭାରତୀୟ ଭାଇସ-କ୍ୟାପଟେନ ରୋହିତ ଶର୍ମା ଶୁକ୍ରବାର ନେଟସରେ ଅଭ୍ୟାସ ଆରମ୍ଭ କରିଛନ୍ତି । ଅଷ୍ଟ୍ରେଲିଆରେ ପହଞ୍ଚିବା ପରେ ପ୍ରଥମ ଥର ରୋହିତ ଅଭ୍ୟାସ କରୁଥିବାର ନଜର ଆସିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ଅବଶିଷ୍ଟ ଦୁଇଟି ଟେଷ୍ଟ ପାଇଁ ରୋହିତ ଟିମ ଇଣ୍ଡିଆର ଭାଇସ-କ୍ୟାପଟେନ ନିଯୁକ୍ତ ହୋଇଛନ୍ତି । ବର୍ଡର ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ ସିଡନୀରେ 7 ଜାନୁଆରୀରୁ ଖେଳାଯିବ ।

ରୋହିତ ଅଭ୍ୟାସ କରୁଥିବାର ଭିଡିଏ ବିସିସିଆଇ ଟ୍ବିଟ କରିବା ସହ ପ୍ରତୀକ୍ଷାର ଅନ୍ତ ଘଟିଛି ବୋଲି ଲେଖିଛି । ରୋହିତ ଅଷ୍ଟ୍ରେଲିଆରେ ପହଞ୍ଚିବା ପରେ 14 ଦିନ କ୍ବାରେଣ୍ଟିନରେ ରହିଥିଲେ । କ୍ବାରେଣ୍ଟିନ ଅବଧି ଶେଷ ପରେ ଗତ ବୁଧବାର ଟିମରେ ସାମିଲ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.