ETV Bharat / sports

Preview: ମ୍ୟାଚ ବିଜୟ ସହ ଯାତ୍ରା ଶେଷ କରିବା ଲକ୍ଷ୍ୟରେ ଆରସିବି - RR

ଆଜି ଆଇପିଏଲର 49ତମ ମ୍ୟାଚରେ ସାମ୍ନାସାମ୍ନି ହେବାକୁ ଯାଉଛନ୍ତି ପଏଣ୍ଟ ତାଲିକାର 7ମ ଓ 8ମ ସ୍ଥାନରେ ଥିବା ଆରଆର ଓ ଆରସିବି ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
author img

By

Published : Apr 30, 2019, 3:24 PM IST

ବେଙ୍ଗାଲୁରୁ: ଆଇପିଏଲର ଚଳିତ ସିଜନ ଆସି ପହଞ୍ଚିସାରିଛି ଶେଷ ସପ୍ତାହରେ । ଶେଷ ହେବାକୁ ଯାଉଛି ଲିଗ୍‌ ମ୍ୟାଚ । ଆରମ୍ଭ ହୋଇସାରିଛି ପ୍ଲେ-ଅଫ ରେସ୍‌ । ତେବେ ଆଜି ଆଇପିଏଲର 49ତମ ମ୍ୟାଚରେ ସାମ୍ନାସାମ୍ନି ହେବାକୁ ଯାଉଛନ୍ତି ପଏଣ୍ଟ ତାଲିକାର 7ମ ଓ 8ମ ସ୍ଥାନରେ ଥିବା ଆରଆର ଓ ଆରସିବି ।

ତେବେ 12ଟି ମ୍ୟାଚରୁ 8ଟି ପରାଜୟ ସହ ପ୍ଲେ-ଅଫ ଆଶା ହରାଇ ସାରିଥିବା କୋହଲି ଆଣ୍ଡ କୋ ଆଜି ମ୍ୟାଚ ଜିତି ଫ୍ୟାନ୍ସଙ୍କ ପାଖରେ ପ୍ରିୟଭାଜନ ହେବାକୁ ଚାହିଁବ । ଅନ୍ୟପଟେ 11ଟି ମ୍ୟାଚରୁ 7ଟି ପରାଜୟ ଓ 5ଟି ବିଜୟ ସହ 10ପଏଣ୍ଟ ପାଇଥିବା ଆରଆର ଟେକ୍‌ନିକାଲି ପ୍ଲେ-ଅଫ ଖେଳିବା ପାଇଁ ଆଶା ବାନ୍ଧିବସିଛି । ତେଣୁ ଆଜି ମ୍ୟାଚ ସହ ଆଗାମୀ ଦିଲ୍ଲୀ ବିପକ୍ଷ ମ୍ୟାଚକୁ ଜିତିବା ସହ ହାଇ ରନ୍‌ରେଟରେ ଜିତିବାକୁ ପଡିବ ।

ଅନ୍ୟପଟେ ଅଷ୍ଟ୍ରେଲିଆନ୍‌ ପୂର୍ବତନ ଅଧିନାୟକ ତଥା ରାଜସ୍ଥାନର ଅଧିନାୟକ ଷ୍ଟିଭ ସିଥ୍ମଙ୍କ ଏହା ଶେଷ ମ୍ୟାଚ ହୋଇଥିବାରୁ ବିଜୟ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ଅତିଥି ଦଳ ।

Intro:Body:

BANA

Conclusion:

For All Latest Updates

TAGGED:

RCBRRIPL
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.