ETV Bharat / sports

ଆଇପିଏଲ 2020: ହାଇଦ୍ରାବାଦର 4ର୍ଥ ବିଜୟ, 8ଓ୍ବିକେଟରେ ହାରିଲା ରାଜସ୍ଥାନ

author img

By

Published : Oct 23, 2020, 8:44 AM IST

Updated : Oct 23, 2020, 9:22 AM IST

ଲିଗ୍‌ର 40ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦର ବାଜିମାତ୍‌ । ରାଜସ୍ଥାନ ରୟାଲ୍ସକୁ 8ଓ୍ବିକେଟରେ ମାତ୍‌ ଦେଇ 4ର୍ଥ ବିଜୟ ହାସଲ କରିଛି ।

ଆଇପିଏଲ 2020: ହାଇଦ୍ରାବାଦର 4ର୍ଥ ବିଜୟ, 8ଓ୍ବିକେଟରେ ହାରିଲା ରାଜସ୍ଥାନ
ଆଇପିଏଲ 2020: ହାଇଦ୍ରାବାଦର 4ର୍ଥ ବିଜୟ, 8ଓ୍ବିକେଟରେ ହାରିଲା ରାଜସ୍ଥାନ

ଦୁବାଇ: ଲିଗ୍‌ର 40ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦର ବାଜିମାତ୍‌ । ରାଜସ୍ଥାନ ରୟାଲ୍ସକୁ 8ଓ୍ବିକେଟରେ ମାତ୍‌ ଦେଇ 4ର୍ଥ ବିଜୟ ହାସଲ କରିଛି ହାଇଦ୍ରାବାଦ । ଦଳ ପାଇଁ ଅପରାଜିତ 83ରନ୍‌ର ଇଂନିସ ଖେଳିଥିବା ମନିଷ ପାଣ୍ଡେଙ୍କୁ ମ୍ୟାନ ଅଫ ଦି ମ୍ୟାଚ ମିଳିଛି । ବର୍ତ୍ତମାନ ଦଳ 8ପଏଣ୍ଟ ସହ 5ମ ସ୍ଥାନରେ ରହିଛି ।

ହାଇଦ୍ରାବାଦ ପ୍ରଥମେ ଟସ୍‌ ଜିତି ରାଜସ୍ଥାନକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଦଳ ନିର୍ଦ୍ଧାରିତ ଓଭରରେ 6 ଓ୍ବିକେଟ ହରାଇ 154ରନ ସଂଗ୍ରହ କରିଥିଲା।

155ରନର ବିଜୟଲକ୍ଷ୍ୟ ନେଇ ଗ୍ରାଉଣ୍ଡକୁ ଓହ୍ଲାଇଥିଲେ । ମନିଷ ପାଣ୍ଡେ (83*ରନ୍‌, 47ବଲ୍‌,4ଚୌକା,8ଛକା) ଓ ବିଜୟ ଶଙ୍କର(52*, 51ବଲ୍‌,6ଛକା)ଙ୍କ ଶତକୀୟ ପାଟର୍ନରସିପ ଫଳରେ ରାଜସ୍ଥାନକୁ 8ଓ୍ବିକେଟରେ ପରାସ୍ତ କରିଛି ହାଇଦ୍ରାବାଦ ।

Last Updated : Oct 23, 2020, 9:22 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.