ETV Bharat / sports

ଆଇପିଏଲ ମ୍ୟାଚ-27: ଟସ ଜିତି ମୁମ୍ବାଇକୁ ବ୍ୟାଟିଂ ଆମନ୍ତ୍ରଣ ଦେଲା ରାଜସ୍ଥାନ - ipl

ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଦଳର ଅଧିନାୟକ ଆଜିଙ୍କ୍ୟ ରାହାଣେ ଟସ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛି । ଫଳରେ ନିଜ ହୋମ ଗ୍ରାଉଣ୍ଡରେ ବ୍ୟାଟିଂ ଆରମ୍ଭ କରିଛି ମୁମ୍ବାଇ ଇଣ୍ଡିଆନ୍ସ ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
author img

By

Published : Apr 13, 2019, 4:40 PM IST

ମୁମ୍ବାଇ: ଆଜି ୱାଙ୍ଖଡେ ଗ୍ରାଉଣ୍ଡରେ ପୁଣିଥରେ ମୁହାଁମୁହିଁ ହେଉଛନ୍ତି ପିଙ୍କ ଦଳ ରାଜସ୍ଥାନ ରୟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ । ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଦଳର ଅଧିନାୟକ ଆଜିଙ୍କ୍ୟ ରାହାଣେ ଟସ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛି । ଫଳରେ ନିଜ ହୋମ ଗ୍ରାଉଣ୍ଡରେ ବ୍ୟାଟିଂ ଆରମ୍ଭ କରିଛି ମୁମ୍ବାଇ ଇଣ୍ଡିଆନ୍ସ ।

ipl
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ଶେଷ ଅପଡେଟ ସୁଦ୍ଧା ଘରୋଇ ଦଳ 3.4 ଓଭରରେ ବିନା କୌଣସି କ୍ଷତିରେ 37ରନ କରିଛି । ତେବେ ମୁମ୍ବାଇ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର ହେଲା ଆଜି ଦଳ ଅଧିନାୟକ ରୋହିତ ଶର୍ମା ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଅନ୍ୟପଟେ ରାଜସ୍ଥାନ ରୟାଲ୍ସର ଷ୍ଟାର ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ଆହତ କାରଣରୁ ଦଳରୁ ବାଦ୍ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ଲିଆମ୍ ଲିଭିଙ୍ଗଷ୍ଟୋନ୍ ଆଇପିଏଲରେ ଡେବ୍ୟୁ କରିଛନ୍ତି। ସେହିପରି କ୍ରିଷ୍ଣାପ୍ପା ଗୋଥାମଙ୍କୁ ରିଆନ ପରାଜଙ୍କ ସ୍ଥାନରେ ଦଳରେ ସାମିଲ କରାଯାଇଛି ।

  • ରାଜସ୍ଥାନ ରୟାଲ୍ସ ଏକାଦଶ: ଆଜିଙ୍କ୍ୟ ରାହାଣେ (ଅଧିନାୟକ), ଜୋସ ବଟଲର, ସଞ୍ଜୁ ସାମସନ୍, ଷ୍ଟିଭେନ୍ ସ୍ମିଥ୍, ରାହୁଲ୍ ତ୍ରିପାଠୀ, ଲିଆମ ଲିଭିଙ୍ଗଷ୍ଟୋନ, କ୍ରିଷ୍ଣାପ୍ପା ଗୋଥାମ, ଜୋଫ୍ରା ଆର୍ଚର, ଶ୍ରେୟସ ଗୋପାଳ, ଜୟଦେବ ଉନାଦକତ୍, ଧୱଲ କୁଲକର୍ଣ୍ଣି।
  • ମୁମ୍ବାଇ ଇଣ୍ଡିଆନ୍ସ ଏକାଦଶ: ରୋହିତ ଶର୍ମା (ଅଧିନାୟକ), କ୍ୱିଣ୍ଟନ ଡି’କକ, ସୂର୍ଯ୍ୟକୁମାର ଯାଦବ, ଇଶାନ୍ କିଷାନ, କାଇରାନ୍ ପୋଲାଡୟ, ହାର୍ଦ୍ଦିକ ପାଣ୍ଡ୍ୟା, କୃନାଲ ପାଣ୍ଡ୍ୟା, ଅଲଜାରି ଜୋସେଫ, ରାହୁଲ ଚହର୍, ଜେସନ୍ ବେହରେନଡର୍ଫ, ଜସପ୍ରୀତ ବୁମରା ।

Intro:Body:

GBN

Conclusion:

For All Latest Updates

TAGGED:

rrmiipltoss
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.