ETV Bharat / sports

34ତମ ଜନ୍ମଦିନ ପାଇଁ ଖାସ୍‌ ପ୍ଲାନ କଲେ ରାଇନା, ଏମିତି ପାଳିବେ ବାର୍ଥ ଡେ - 34ତମ ଜନ୍ମଦିନ ପାଳିବେ ରାଇନା

ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରାଇନା ଆଗାମୀ ଶୁକ୍ରବାର ଦିନ 34ବର୍ଷରେ ପାଦ ଥାପିବେ । ତେବେ ସେ ତାଙ୍କର ଜନ୍ମଦିନରେ ଏକ ନିଆରା ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

34ତମ ଜନ୍ମଦିନ ପାଇଁ ଖାସ୍‌ ପ୍ଲାନ କଲେ ରାଇନା, ଜାଣନ୍ତୁ କିପରି ପାଳିବେ ବାର୍ଥ ଡେ..

author img

By

Published : Nov 24, 2020, 1:56 PM IST

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରାଇନା ଆଗାମୀ ଶୁକ୍ରବାର ଦିନ 34ବର୍ଷରେ ପାଦ ଥାପିବେ । ତେବେ ତାଙ୍କର ଜନ୍ମଦିନରେ ୟୁପି, ଜାମ୍ମୁ ଓ ଏନସିଆର ଅଞ୍ଚଳର 34ଟି ସ୍କୁଲରେ ଶୌଚାଳାୟ ଓ ପାନୀୟ ଜଳର ସୁବିଧା ପ୍ରଦାନ କରିବାର ସଂକଳ୍ପ ନେଇଛନ୍ତି ।

  • Giving back to the society that has given me so much has always been my guiding philosophy. As I turn 34, I’m excited to launch my most special project yet with @grfcare & @UnstoppableYUVA to provide toilets, drinking water & adolescent health programs across 34 schools in India pic.twitter.com/1ik6LpcwNN

    — Suresh Raina🇮🇳 (@ImRaina) November 23, 2020 " class="align-text-top noRightClick twitterSection" data=" ">

ରାଇନା ଏକ ବେସରକାରୀ ସଙ୍ଗଠନ ଗାର୍ସିଆ ରାଇନା ଫାଉଣ୍ଡେସନର ସହଯୋଗରେ ଏହି ପଦକ୍ଷେପର ଶୁଭାରମ୍ଭ କରିବେ । ଏହା ମାଧ୍ୟମରେ 10,000ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟ ଓ ସ୍ବଚ୍ଛତାର ସୁବିଧା ମିଳିବ ।

ରାଇନା କହିଛନ୍ତି ଯେ, 34ତମ ଜନ୍ମ ଦିନରେ ଏହି ପଦକ୍ଷେପ ଗ୍ରହଣ କରି ମତେ ବହୁତ ଖୁସି ମିଳିବ । ସମସ୍ତ ଶିଶୁଙ୍କୁ ଗୁଣବତ୍ତାପୂର୍ଣ୍ଣ ଶିକ୍ଷା ପ୍ରାପ୍ତ କରିବାର ଅଧିକାର ରହିଛି । ସ୍କୁଲରେ ସ୍ବଚ୍ଛ ପାନୀୟଜଳ ଓ ଶୌଚାଳାୟର ସୁବୁଧା ରହିବା ନିହାତି ଆବଶ୍ୟକ । ଆଶା ଅଛି ଯୁବପିଢୀଙ୍କ ସହଯୋଗରେ 'ଗାର୍ସିଆ ରାଇନା ଫାଉଣ୍ଡେସନ' ପକ୍ଷରୁ ମହତ୍ତ୍ବପୂର୍ଣ୍ଣ ଯୋଗଦାନ ରହିବ ।

ସୂଚନାଥାଉକି, 33ବର୍ଷୀୟ ସୁରେଶ ରାଇନା ଚଳିତବର୍ଷ ଅଗଷ୍ଟ15ରେ ଅନ୍ତରାଷ୍ଟ୍ରୀୟ କ୍ରିକେଟକୁ ଅଲବିଦା କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.