ETV Bharat / sports

200 ଟେଷ୍ଟ ଓ୍ବିକେଟ କ୍ଲବରେ ରବାଡା

author img

By

Published : Jan 28, 2021, 3:17 PM IST

ଦ.ଆଫ୍ରିକାର ଫାଷ୍ଟ ବୋଲର କଗିସୋ ରବାଡା ଗୁରୁବାର ଦିନ ଟେଷ୍ଟ କ୍ରିକେଟରେ ବ୍ୟକ୍ତିଗତ 200 ଓ୍ବିକେଟ ଅକ୍ତିଆର କରିଛନ୍ତି । ତେବେ ଦ.ଆଫ୍ରିକା ପକ୍ଷରୁ 200 ଓ୍ବିକେଟ ନେଇଥିବା 8ମ ବୋଲର ହୋଇଛନ୍ତି ରବାଡା ।

200 ଟେଷ୍ଟ ଓ୍ବିକେଟ କ୍ଲବରେ  ରବାଡା
200 ଟେଷ୍ଟ ଓ୍ବିକେଟ କ୍ଲବରେ ରବାଡା

କରାଚି: ଫାଷ୍ଟ ବୋଲର କଗିସୋ ରବାଡା ଗୁରୁବାର ଦିନ ଟେଷ୍ଟ କ୍ରିକେଟରେ ବ୍ୟକ୍ତିଗତ 200 ଓ୍ବିକେଟ ଅକ୍ତିଆର କରିଛନ୍ତି । ତେବେ ଦ.ଆଫ୍ରିକା ପକ୍ଷରୁ 200 ଓ୍ବିକେଟ ନେଇଥିବା 8ମ ବୋଲର ହୋଇଛନ୍ତି ରବାଡା ।

  • 2️⃣0️⃣0️⃣ Test wickets for Kagiso Rabada

    He is the third-fastest South African to reach the milestone, achieving it in his 44th Test 👏#PAKvSA pic.twitter.com/eXaZJTZCUb

    — ICC (@ICC) January 28, 2021 " class="align-text-top noRightClick twitterSection" data=" ">

2️⃣0️⃣0️⃣ Test wickets for Kagiso Rabada

He is the third-fastest South African to reach the milestone, achieving it in his 44th Test 👏#PAKvSA pic.twitter.com/eXaZJTZCUb

— ICC (@ICC) January 28, 2021

ପାକିସ୍ତାନ ବିପକ୍ଷରେ ଖେଳାଯାଉଥିବା 2 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟର 3ୟ ଦିନରେ ଏହି ଉପଲବ୍ଧି ହାସଲ କରିଛନ୍ତି ଦ.ଆଫ୍ରିକାର ଏହି ବୋଲର । ରବାଡା ହସନ ଅଲ୍ଲିଙ୍କ ଓ୍ବିକେଟ ନେଇ ନିଜ ଟେଷ୍ଟ କ୍ୟାରିୟରରେ 200 ଓ୍ବିକେଟ ନେବାର କୀର୍ତ୍ତି ହାସଲ କରିଛନ୍ତି ।

25 ବର୍ଷୀୟ ଏହି ବୋଲର 44ମ୍ୟାଚରେ 200 ଓ୍ବିକେଟ ଅକ୍ତିଆର କରିଛନ୍ତି ।

ସୂଚନାଥାଉକି, ଟେଷ୍ଟ କ୍ରିକେଟରେ ଦ.ଆଫ୍ରିକା ପାଇଁ ସର୍ବାଧିକ ଓ୍ବିକେଟ ହାତେଇବାର ରେକର୍ଡ ଡେଲ ଷ୍ଟେନଙ୍କ ନାଁରେ ରହିଛି ।

କରାଚି: ଫାଷ୍ଟ ବୋଲର କଗିସୋ ରବାଡା ଗୁରୁବାର ଦିନ ଟେଷ୍ଟ କ୍ରିକେଟରେ ବ୍ୟକ୍ତିଗତ 200 ଓ୍ବିକେଟ ଅକ୍ତିଆର କରିଛନ୍ତି । ତେବେ ଦ.ଆଫ୍ରିକା ପକ୍ଷରୁ 200 ଓ୍ବିକେଟ ନେଇଥିବା 8ମ ବୋଲର ହୋଇଛନ୍ତି ରବାଡା ।

ପାକିସ୍ତାନ ବିପକ୍ଷରେ ଖେଳାଯାଉଥିବା 2 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟର 3ୟ ଦିନରେ ଏହି ଉପଲବ୍ଧି ହାସଲ କରିଛନ୍ତି ଦ.ଆଫ୍ରିକାର ଏହି ବୋଲର । ରବାଡା ହସନ ଅଲ୍ଲିଙ୍କ ଓ୍ବିକେଟ ନେଇ ନିଜ ଟେଷ୍ଟ କ୍ୟାରିୟରରେ 200 ଓ୍ବିକେଟ ନେବାର କୀର୍ତ୍ତି ହାସଲ କରିଛନ୍ତି ।

25 ବର୍ଷୀୟ ଏହି ବୋଲର 44ମ୍ୟାଚରେ 200 ଓ୍ବିକେଟ ଅକ୍ତିଆର କରିଛନ୍ତି ।

ସୂଚନାଥାଉକି, ଟେଷ୍ଟ କ୍ରିକେଟରେ ଦ.ଆଫ୍ରିକା ପାଇଁ ସର୍ବାଧିକ ଓ୍ବିକେଟ ହାତେଇବାର ରେକର୍ଡ ଡେଲ ଷ୍ଟେନଙ୍କ ନାଁରେ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.