କରାଚି: ଫାଷ୍ଟ ବୋଲର କଗିସୋ ରବାଡା ଗୁରୁବାର ଦିନ ଟେଷ୍ଟ କ୍ରିକେଟରେ ବ୍ୟକ୍ତିଗତ 200 ଓ୍ବିକେଟ ଅକ୍ତିଆର କରିଛନ୍ତି । ତେବେ ଦ.ଆଫ୍ରିକା ପକ୍ଷରୁ 200 ଓ୍ବିକେଟ ନେଇଥିବା 8ମ ବୋଲର ହୋଇଛନ୍ତି ରବାଡା ।
-
2️⃣0️⃣0️⃣ Test wickets for Kagiso Rabada
— ICC (@ICC) January 28, 2021 " class="align-text-top noRightClick twitterSection" data="
He is the third-fastest South African to reach the milestone, achieving it in his 44th Test 👏#PAKvSA pic.twitter.com/eXaZJTZCUb
">2️⃣0️⃣0️⃣ Test wickets for Kagiso Rabada
— ICC (@ICC) January 28, 2021
He is the third-fastest South African to reach the milestone, achieving it in his 44th Test 👏#PAKvSA pic.twitter.com/eXaZJTZCUb2️⃣0️⃣0️⃣ Test wickets for Kagiso Rabada
— ICC (@ICC) January 28, 2021
He is the third-fastest South African to reach the milestone, achieving it in his 44th Test 👏#PAKvSA pic.twitter.com/eXaZJTZCUb
ପାକିସ୍ତାନ ବିପକ୍ଷରେ ଖେଳାଯାଉଥିବା 2 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟର 3ୟ ଦିନରେ ଏହି ଉପଲବ୍ଧି ହାସଲ କରିଛନ୍ତି ଦ.ଆଫ୍ରିକାର ଏହି ବୋଲର । ରବାଡା ହସନ ଅଲ୍ଲିଙ୍କ ଓ୍ବିକେଟ ନେଇ ନିଜ ଟେଷ୍ଟ କ୍ୟାରିୟରରେ 200 ଓ୍ବିକେଟ ନେବାର କୀର୍ତ୍ତି ହାସଲ କରିଛନ୍ତି ।
25 ବର୍ଷୀୟ ଏହି ବୋଲର 44ମ୍ୟାଚରେ 200 ଓ୍ବିକେଟ ଅକ୍ତିଆର କରିଛନ୍ତି ।
ସୂଚନାଥାଉକି, ଟେଷ୍ଟ କ୍ରିକେଟରେ ଦ.ଆଫ୍ରିକା ପାଇଁ ସର୍ବାଧିକ ଓ୍ବିକେଟ ହାତେଇବାର ରେକର୍ଡ ଡେଲ ଷ୍ଟେନଙ୍କ ନାଁରେ ରହିଛି ।