ETV Bharat / sports

ଆଇପିଏଲ: ସ୍ଲୋ ଓଭରର ରେଟ ବୋଲିଂ ପାଇଁ ଅଶ୍ବିନ ଦେବେ ଜରିମାନା - over-rate

କିଙ୍ଗ୍ସ ଇଲେଭେନ ପଞ୍ଜାବ ଅଧିନାୟକ ରବିଚନ୍ଦ୍ରନ ଅଶ୍ବିନଙ୍କୁ ୧୨ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡିବ । ଗତକାଲି ମ୍ୟାଚରେ ସ୍ଲୋ ଓଭରର ରେଟ ବୋଲିଂ ପାଇଁ ଅଶ୍ବିନଙ୍କୁ ଏହି ଜରିମାନା ଦେବାକୁ ପଡିବ ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
author img

By

Published : Apr 21, 2019, 11:34 PM IST

ନୂଆଦିଲ୍ଲୀ: ଗତକାଲିର ମ୍ୟାଚ ବିଳମ୍ବିତ ରାତି ପର୍ଯ୍ୟନ୍ତ ଯାଇଥିବାରୁ ଆଇପିଏଲ କର୍ତ୍ତୃପକ୍ଷ ଜରିମାନା ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଅନୁଯାୟୀ କିଙ୍ଗ୍ସ ଇଲେଭେନ ପଞ୍ଜାବ ଅଧିନାୟକ ରବିଚନ୍ଦ୍ରନ ଅଶ୍ବିନଙ୍କୁ ୧୨ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡିବ । ଗତକାଲି ମ୍ୟାଚରେ ସ୍ଲୋ ଓଭରର ରେଟ ବୋଲିଂ ପାଇଁ ଅଶ୍ବିନଙ୍କୁ ଏହି ଜରିମାନା ଦେବାକୁ ପଡିବ ।

ଚଳିତ ସଂସ୍କରଣର ୪ର୍ଥ ଅଧିନାୟକ ଭାବେ ଅଶ୍ୱିନ ଧିମା ବୋଲିଂ ହାର ପାଇଁ ଦଣ୍ଡିତ ହୋଇଛନ୍ତି। ତାଙ୍କ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ବିରାଟ କୋହଲି ଓ ରାଜସ୍ଥାନ ରୟାଲ୍ସର ଅଜିଙ୍କ୍ୟ ରାହଣେ ଦଣ୍ଡିତ ହୋଇସାରିଛନ୍ତି । ସ୍ଥାନୀୟ ଫିରୋଜ ଶାହ କୋଟଲା ଗ୍ରାଉଣ୍ଡରେ ଅନୁଷ୍ଠିତ ମ୍ୟାଚ୍‌ରେ ପଞ୍ଜାବକୁ ଘରୋଇ ଦିଲ୍ଲୀ କ୍ୟାପିଟାଲ୍ସ ୫ ୱିକେଟରେ ପରାସ୍ତ କରିଥିଲା ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.