ETV Bharat / sports

3 କ୍ରିକେଟରଙ୍କୁ ମିଳିଲା ଜାତୀୟ ଖେଳ ପୁରସ୍କାର, ଏହା ସମସ୍ତଙ୍କ ପାଇଁ ଗର୍ବର ମୁହୂର୍ତ୍ତ କହିଲେ ବିରାଟ

author img

By

Published : Aug 22, 2020, 10:44 PM IST

ରୋହିତ ଶର୍ମାଙ୍କୁ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର , ବୋଲର ଇଶାନ୍ତ ଶର୍ମା ଓ ମହିଳା ଟିମ ଇଣ୍ଡିଆର ଷ୍ଟାର ଅଲରାଣ୍ଡର ଦୀପ୍ତି ଶର୍ମାଙ୍କୁ ଅର୍ଜୁନ ଆୱାର୍ଡ ମିଳିଛି । ଏହି ସମ୍ମାନ ପାଇଁ ଭାରତୀୟ ପୁରୁଷ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

virat
virat

ନୂଆଦିଲ୍ଲୀ: ହିଟମ୍ୟାନ ରୋହିତ ଶର୍ମାଙ୍କୁ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର, ବୋଲର ଇଶାନ୍ତ ଶର୍ମା ଓ ମହିଳା ଟିମ ଇଣ୍ଡିଆର ଷ୍ଟାର ଅଲରାଣ୍ଡର ଦୀପ୍ତି ଶର୍ମାଙ୍କୁ ଅର୍ଜୁନ ଆୱାର୍ଡ ମିଳିଛି ।

  • Congratulations @ImIshant and @ImRo45 for your respective Arjuna and Khel Ratna Awards 👏 and to @Deepti_Sharma06 for her Arjuna Award as well. 💪 Big congratulations to all the other winners across different sports. Proud moment to remember for each sportsperson.

    — Virat Kohli (@imVkohli) August 22, 2020 " class="align-text-top noRightClick twitterSection" data=" ">

ଏହି ସମ୍ମାନ ପାଇଁ ଭାରତୀୟ ପୁରୁଷ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏଥିସହ ଅନ୍ୟ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇବା ସହ ଏହା ସମସ୍ତ ଖେଳାଳିଙ୍କ ପାଇଁ ଏକ ଗର୍ବର ମୁହୂର୍ତ୍ତ ବୋଲି କହିଛନ୍ତି ।

ତେବେ 3 କ୍ରିକେଟରଙ୍କୁ ଜାତୀୟ ଖେଳ ପୁରସ୍କାର ମିଳିବା ପରେ ବିସିସିଆଇ ପ୍ରଥମେ ସମସ୍ତଙ୍କୁ ଅଭିନ୍ଦନ ଜଣାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.