ETV Bharat / sports

ଡୋପ ଟେଷ୍ଟରେ ପୃଥ୍ବୀ ଶ' ବିଫଳ, 8ମାସ ପାଇଁ କ୍ରିକେଟରୁ ନିଲମ୍ବିତ - ବିସିସିଆଇ

ଡୋପ ଟେଷ୍ଟରେ ବିଫଳ ପୃଥ୍ବୀ ଶ । ଶଙ୍କୁ କ୍ରିକେଟ ଖେଳରୁ 8 ମାସ ନିଲମ୍ବନ କଲା ବିସିସିଆଇ । ତେବେ ଭୁଲବଶତଃ କଫ ସିରପ ସେବନ କରିଥିବା ପୃଥ୍ବୀ ନିଜର ଟ୍ବିଟରରେ ସ୍ବୀକାର କରିଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Jul 30, 2019, 9:30 PM IST

ହାଇଦ୍ରାବାଦ: ୟଙ୍ଗ ବ୍ୟାଟ୍ସମ୍ୟାନ ପୃଥ୍ବୀ ଶ'ଙ୍କୁ ଝଟକା । ଡୋପ ଟେଷ୍ଟରେ ବିଫଳ ହେବାରୁ ବିସିସିଆଇ ତାଙ୍କୁ 8ମାସ ପାଇଁ କ୍ରିକେଟ ଖେଳରୁ ନିଲମ୍ବିତ କରିଛି । ଏହି ବ୍ୟାନ 15 ନଭେମ୍ବର ଯାଏଁ ଲାଗୁ ରହିବ ।

prithvi shaw
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@PrithviShaw

ସୂଚନାଥାଉକି, ଇନ୍ଦୋରରେ ସୈୟଦ ମୁସ୍ତାକ ଅଲ୍ଲି ଟ୍ରଫି ଖେଳିବା ସମୟରେ ପୃଥ୍ବୀଙ୍କ ମୁତ୍ର ନମୁନା ସଂଗ୍ରହ କରାଯାଇଥିଲା । ତାଙ୍କ ମୁତ୍ର ନମୁନାରେ ପ୍ରତିବନ୍ଧିତ ପଦାର୍ଥ ମିଳିଥିଲା । ଏହି ପ୍ରତିବନ୍ଧିତ ପଦାର୍ଥ କଫ ସିରପରେ ମିଳିଥାଏ । ତେବେ ଭୁଲବଶତଃ କଫ ସିରପ ସେବନ କରିଥିବା ପୃଥ୍ବୀ ନିଜର ଟ୍ବିଟରରେ ସ୍ବୀକାର କରିଛନ୍ତି । ତେଣୁ ବିସିସିଆଇ ପୃଥ୍ବୀଙ୍କ ଦାୟିତ୍ବହୀନ କାର୍ଯ୍ୟ ଯୋଗୁଁ 8ମାସ ପାଇଁ ଖେଳରୁ ନିଲମ୍ବିତ କରିଛି ।

ସୂଟନାଥାଉକି, ଶ' ବର୍ତ୍ତମାନ ଆହତ ଅଛନ୍ତି । ତେଣୁ ଇଣ୍ଡିଜଗସ୍ତ ପାଇଁ ତାଙ୍କର ଚୟନ ପାଇଁ କରାଯାଇ ନାହିଁ । ତେବେ ଏହି ଏହି ବ୍ୟାନ ଅବଧି ଗତ ମାର୍ଚ୍ଚ 16ରୁ ଆସନ୍ତା ନଭେମ୍ବର 15 ପର୍ଯ୍ୟନ୍ତ ଲାଗୁ ରହିବ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.