ETV Bharat / sports

ହାଫିଜ୍‌ଙ୍କ କୋରୋନା ରିପୋର୍ଟ: ପୁଣି ଆସିଲା ପଜିଟିଭ

author img

By

Published : Jun 27, 2020, 12:41 PM IST

Updated : Jun 27, 2020, 2:05 PM IST

ପାକିସ୍ତାନ କ୍ରିକେଟର ହାଫିଜ୍‌ଙ୍କ ରିପୋର୍ଟ ପ୍ରଥମେ ପଜିଟିଭ ପୁଣି ନେଗେଟିଭ ଆସିବା ପରେ ଆଉ ଥରେ ପଜିଟିଭ ଆସିଛି ।

ହାପିଜ୍‌ଙ୍କ କୋରୋନା ରିପୋର୍ଟ: ପୁଣି ଆସିଲା ପଜିଟିଭ

କରାଚି: ପାକିସ୍ତାନ କ୍ରିକେଟର ମହମ୍ମଦ ହାଫିଜ୍‌ଙ୍କ ରିପୋର୍ଟ ପୁଣି ପଜିଟିଭ ଆସିଛି । ହାଫିଜ୍‌ଙ୍କ ରିପୋର୍ଟ ପ୍ରଥମେ ପଜିଟିଭ ପୁଣି ନେଗେଟିଭ ଆସିବା ପରେ ଆଉ ଥରେ ପଜିଟିଭ ଆସିଛି । କ୍ବାରେନଣ୍ଟାଇନ ପ୍ରୋଟୋକଲ ଭଙ୍ଗ କରିଥିବା ନେଇ ପିସିବି କାର୍ଯ୍ୟାନୁଷ୍ଠାନ କରିବା ନେଇ ବିଚାର କରୁଛି ।

ପାକିସ୍ତାନ କ୍ରିକେଟ ବୋର୍ଡ

ବୋର୍ଡ ଦ୍ବାରା କରାଯାଇଥିବା ହାଫିଜ୍‌ଙ୍କ ପ୍ରଥମ କୋରୋନା ଟେଷ୍ଟ ପଜିଟିଭ ଆସିଥିଲା । ରବିବାର ଇଂଲଣ୍ଡ ଗସ୍ତରେ ଯିବାକୁ ଥିବା 29ଖେଳାଳିଙ୍କ କୋରୋନା ଟେଷ୍ଟ କରାଯାଇଥିଲା , ସେହି ଟେଷ୍ଟରେ ହାଫିଜ୍‌ଙ୍କ ସମେତ 10ଖେଳାଳିଙ୍କ ରିପୋର୍ଟ ପଜିଟିଭ ଆସିଥିଲା । କିନ୍ତୁ ଠିକ୍‌ ତା'ର ପରଦିନ ହାଫିଜ ଏକ ଟ୍ବିଟରେ ଘରୋଇ ଡାକ୍ତରଖାନାର ରିପୋର୍ଟ ପୋଷ୍ଟ କରିଥିଲେ ସେଥିରେ ରିପୋର୍ଟ ନେଗେଟିଭ ଆସିଥିଲା । ବୋର୍ଡ ପୂର୍ବରୁ ହାଫିଜ୍‌ଙ୍କ ମନମାନିକୁ ନେଇ ଅସନ୍ତୁଷ୍ଟ ଅଛନ୍ତି । କାରଣ ସେ କ୍ବାରେଣ୍ଟାଇନରେ ରହିବାକୁ ମନା କରି ଦେଇଥିଲେ ।

ବୋର୍ଡର ସୂଚନାନୁସାରେ, ଶୌକତ ଖାନମ ଡାକ୍ତରଖାନାରେ ହାଫିଜ୍‌ଙ୍କ ପୁଣି ଟେଷ୍ଟ ହୋଇଥିଲା, ଯାହାର ରିର୍ପୋଟ ପଜିଟିଭ ଆସିଥିଲା।

Last Updated : Jun 27, 2020, 2:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.