ETV Bharat / sports

ସେହ୍ବାଗ-ଯୁବରାଜଙ୍କ ସ୍ଥାନ ପୂରଣ କରିବେ ଋଷଭ ପନ୍ତ !

author img

By

Published : Apr 28, 2020, 2:29 PM IST

ଟିମ ଇଣ୍ଡିଆର ଯୁବ ୱିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତଙ୍କୁ ନେଇ ସୁରେଶ ରୈନାଙ୍କ ସକରାତ୍ମକ ମତ ରଖିଛନ୍ତି । ରୈନା କହିଛନ୍ତି ବିସ୍ପୋରକ ବିରେନ୍ଦ୍ର ସେହ୍ବାଗ ଓ ଯୁବରାଜ ସିଂଙ୍କ ଭଳି ଦମଦାର ବ୍ୟାଟିଂ କରିବାର ଦକ୍ଷତା ପନ୍ତଙ୍କର ରହିଛି ।

Pant is as dominant as Yuvaraj, Sehwag: Suresh Raina
ସେହ୍ବାଗ-ଯୁବରାଜଙ୍କ ସ୍ଥାନ ପୂରଣ କରିବେ ଋଷଭ ପନ୍ତ !

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଯୁବ ୱିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତଙ୍କୁ ନେଇ ସୁରେଶ ରୈନାଙ୍କ ସକରାତ୍ମକ ମତ ରଖିଛନ୍ତି । ରୈନା କହିଛନ୍ତି ବିସ୍ପୋରକ ବିରେନ୍ଦ୍ର ସେହ୍ବାଗ ଓ ଯୁବରାଜ ସିଂଙ୍କ ଭଳି ଦମଦାର ବ୍ୟାଟିଂ କରିବାର ଦକ୍ଷତା ପନ୍ତଙ୍କର ରହିଛି ।

ଉଭୟ ପୂର୍ବତନ ଖେଳାଳିଙ୍କ ଭଳି ପନ୍ତ ପ୍ରତିପକ୍ଷ ବୋଲରଙ୍କ ଉପରେ ପ୍ରଭାବ ବିସ୍ତାର କରିପାରିବେ । ସ୍ପିନର ୟୁଜଭେନ୍ଦ୍ର ଚହଲଙ୍କ ସହ ଇନଷ୍ଟାଗ୍ରାମ ସେସନରେ ଏହା କହିଛନ୍ତି ରୈନା । ଋଷଭ ପନ୍ତ ଆଇପିଏଲ ଟିମ ଦିଲ୍ଲୀ କ୍ୟାପିଟାଲ୍ସସର ପ୍ରମୁଖ ଖେଳାଳି ରହିଛନ୍ତି । ଆଇପିଏଲର ପୂର୍ବ ସଂସ୍କରଣରେ ପନ୍ତ ଦମଦାର ପ୍ରଦର୍ଶନ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.