ETV Bharat / sports

ଟି-20 ବିଶ୍ବକପ: ଆୟୋଜନ ନେଇ ଆଶାବାଦୀ ଆୟୋଜକ ଅଷ୍ଟ୍ରେଲିଆ

author img

By

Published : Apr 6, 2020, 10:05 AM IST

ଫଟାଫଟ କ୍ରିକେଟର ମେଗା ଇଭେଣ୍ଟ ଟି-20 ବିଶ୍ବକପକୁ ନେଇ ଆଶଙ୍କା ଦେଖାଦେଇଛି । ମାତ୍ର ଆୟୋଜକ ଅଷ୍ଟ୍ରେଲିଆ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ନେଇ ଆଶାବାଦୀ ରହିଛି ।

organiser expect T20 WorldCup to be a success
ଟି-20 ବିଶ୍ବକପ: ଆୟୋଜନ ନେଇ ଆଶାବାଦୀ ଆୟୋଜକ ଅଷ୍ଟ୍ରେଲିଆ

ସିଡନୀ: ଟି-20 ବିଶ୍ବକପ 2020ର ଆୟୋଜନ ରହିଛି ଅଷ୍ଟ୍ରେଲିଆ । ଚଳିତ ବର୍ଷ ଅକ୍ଟୋବର 18ରୁ ନଭେମ୍ବର 15 ପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବା ନେଇ ସୂଚୀ ରହିଛି । ତେବେ ମହାମାରୀ କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ ବିଶ୍ବ କ୍ରୀଡାଜଗତ ସ୍ଥିର ହୋଇଯାଇଛି ।

ବିଶ୍ବର ପ୍ରାୟ ସମସ୍ତ କ୍ରୀଡା ଲଭେଣ୍ଟ ବାତିଲ କିମ୍ବା ସ୍ଥଗିତ ରହିଛି । ଏପରିକି ପ୍ରଥମ ଥର ପାଇଁ ଅଲମ୍ପିକ ଗେମ୍ସକୁ ଘୁଞ୍ଚାଇ ଦିଆଯାଇଛି । ଅନ୍ୟପଟେ ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ପ୍ରଥମ ଥର ୱିମ୍ବଲଡନ ବାତିଲ ହୋଇଛି ।

ଏପରି ସ୍ଥିତିରେ ଫଟାଫଟ କ୍ରିକେଟର ମେଗା ଇଭେଣ୍ଟ ଟି-20 ବିଶ୍ବକପକୁ ନେଇ ଆଶଙ୍କା ଦେଖାଦେଇଛି । ମାତ୍ର ଆୟୋଜକ ଅଷ୍ଟ୍ରେଲିଆ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ନେଇ ଆଶାବାଦୀ ରହିଛି । ଆୟୋଜକ କମିଟି ସିଇଓ ନିକ ହକଲେ ଏନେଇ ସକରାତ୍ମକ ମତ ରଖିଛନ୍ତି । ତେବେ ଅଷ୍ଟ୍ରେଲିଆନ ଫୁଟବଲ ଲିଗ ଓ ନ୍ୟାସନାଲ ରଗବି ଲିଗ ନିକଟରେ କୋରୋନା ଭାଇରସ କାରଣକୁ ବାତିଲ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.