ETV Bharat / sports

ବିଜୟ ମର୍ଚାଣ୍ଟ ଟ୍ରଫି: ଆସାମ ବିପକ୍ଷ ମ୍ୟାଚ ପାଇଁ ଓଡିଶା ଦଳ ଘୋଷିତ

ଆସାମ ବିପକ୍ଷ ବିଜୟ ମର୍ଚ୍ୟାଣ୍ଟ ଟ୍ରଫି ମ୍ୟାଚ ପାଇଁ 16 ବର୍ଷରୁ କମ 15 ଜଣିଆ ଓଡିଶା କ୍ରିକେଟ ଦଳ ଘୋଷଣା ହୋଇଛି।

author img

By

Published : Oct 27, 2019, 7:21 PM IST

ଓଡିଶା କ୍ରିକେଟ ଆସୋସିଏସନ

କଟକ: ବିଜୟ ମର୍ଚାଣ୍ଟ ଟ୍ରଫି ପାଇଁ 16 ବର୍ଷରୁ କମ 15 ଜଣିଆ ଓଡିଶା କ୍ରିକେଟ ଦଳ ଘୋଷଣା ହୋଇଛି। ଆସାମ ବିପକ୍ଷରେ ଓଡିଶାର ମ୍ୟାଚ ରହିଛି । ଘୋଷଣା ହୋଇଥିବା 15 ଜଣିଆ ଟିମରେ ଏକାଧିକ ପ୍ରତିଭାବାନ ଓ ଦକ୍ଷ ଖେଳାଳି ରହିଛନ୍ତି । ଏହି ମ୍ୟାଚ ଆସାମର ରାଜଧାନୀ ଗୌହାଟୀରେ 31 ତାରିଖରେ ଖେଳାଯିବ।

1. ଶ୍ରେଷ୍ଟ ସିଂହ ( ଅଧିନାୟକ )
2. ତନୟ କୁମାର ବିଶ୍ବାଳ
3. ସନ୍ଦୀପ ମହାପାତ୍ର
4. ଆର୍ଶୀବାଦ ସ୍ୱାଇଁ(ୱିକେଟ ରକ୍ଷକ)
5. ସୁଦର୍ଶନ ସ୍ୱାଇଁ( ୱିକେଟ ରକ୍ଷକ)
6. ମହମ୍ମଦ ସୋହେଲ ଖାନ
7. ଶୁଭମ ନାୟକ

8. ଦିଗବିଜୟ ପାତ୍ର

9. ପ୍ରତୀକ ବଳ

10. ଅଂଶୁମାନ ବେଜ
11.ମହମ୍ମଦ ଜିସାନ
12. ଭବିଷ୍ୟ ବେହେରା
13. ତାରିଣୀ ପ୍ରସାଦ ନାୟକ
14. ଓମ ପ୍ରକାଶ ସାହୁ
15.ଶ୍ରେୟାଂଶ ପଣ୍ଡା
କୋଚ : କେଭି ପ୍ରସାଦ

କଟକରୁ ପ୍ରଭୁ କଲ୍ୟାଣ ପାଲ , ଇଟିଭି ଭାରତ

କଟକ: ବିଜୟ ମର୍ଚାଣ୍ଟ ଟ୍ରଫି ପାଇଁ 16 ବର୍ଷରୁ କମ 15 ଜଣିଆ ଓଡିଶା କ୍ରିକେଟ ଦଳ ଘୋଷଣା ହୋଇଛି। ଆସାମ ବିପକ୍ଷରେ ଓଡିଶାର ମ୍ୟାଚ ରହିଛି । ଘୋଷଣା ହୋଇଥିବା 15 ଜଣିଆ ଟିମରେ ଏକାଧିକ ପ୍ରତିଭାବାନ ଓ ଦକ୍ଷ ଖେଳାଳି ରହିଛନ୍ତି । ଏହି ମ୍ୟାଚ ଆସାମର ରାଜଧାନୀ ଗୌହାଟୀରେ 31 ତାରିଖରେ ଖେଳାଯିବ।

1. ଶ୍ରେଷ୍ଟ ସିଂହ ( ଅଧିନାୟକ )
2. ତନୟ କୁମାର ବିଶ୍ବାଳ
3. ସନ୍ଦୀପ ମହାପାତ୍ର
4. ଆର୍ଶୀବାଦ ସ୍ୱାଇଁ(ୱିକେଟ ରକ୍ଷକ)
5. ସୁଦର୍ଶନ ସ୍ୱାଇଁ( ୱିକେଟ ରକ୍ଷକ)
6. ମହମ୍ମଦ ସୋହେଲ ଖାନ
7. ଶୁଭମ ନାୟକ

8. ଦିଗବିଜୟ ପାତ୍ର

9. ପ୍ରତୀକ ବଳ

10. ଅଂଶୁମାନ ବେଜ
11.ମହମ୍ମଦ ଜିସାନ
12. ଭବିଷ୍ୟ ବେହେରା
13. ତାରିଣୀ ପ୍ରସାଦ ନାୟକ
14. ଓମ ପ୍ରକାଶ ସାହୁ
15.ଶ୍ରେୟାଂଶ ପଣ୍ଡା
କୋଚ : କେଭି ପ୍ରସାଦ

କଟକରୁ ପ୍ରଭୁ କଲ୍ୟାଣ ପାଲ , ଇଟିଭି ଭାରତ

Intro:କଟକ: ବିଜୟ ମର୍ଚ୍ୟାଣ୍ଟ ଟ୍ରଫି ର ଆସାମ ବିପକ୍ଷ ମ୍ୟାଚ ପାଇଁ ଘୋଷଣା ହେଲା 15 ଜଣିଆ ଓଡିଶା ଦଳ । ଏହି 16 ବର୍ଷରୁ କମ ଟିମ ରେ ରହିଛନ୍ତି ଅନେକ ଅଭିଜ୍ଞ ଖେଳାଳି ।

1. ଶ୍ରେଷ୍ଟ ସିଂ ( ଅଧିନାୟକ )
2. ତନୟ କୁମାର ବିଶ୍ବାଳ
3.ସନ୍ଦୀପ ମହାପାତ୍ର
4.ଆଶ୍ରିବାଦ ସ୍ୱାଇଁ( ୱେକେଟ ରକ୍ଷକ )
5. ସୁଦର୍ଶନ ସ୍ୱାଇଁ( ୱେକେଟ ରକ୍ଷକ)
6. ମହମ୍ମଦ ସୋହେଲ ଖାନ
7.ଶୁଭମ ନାୟକ
8. ଦିଗବିଜୟ ପାତ୍ର
9. ପ୍ରତୀକ ବଳ
10.ଅଂଶୁମାନ ବେଜ
11.ମହମ୍ମଦ ଜିସାନ
12. ଭବିଷ୍ୟ ବେହେରା
13. ତାରିଣୀ ପ୍ରସାଦ ନାୟକ
14. ଓମ ପ୍ରକାଶ ସାହୁ
15.ଶ୍ରେୟାନ୍ସ ପଣ୍ଡା

କୋଚ : କେଭି ପ୍ରସାଦ

ଏହି ମ୍ୟାଚ ଆସାମ ର ଗୌହାଟୀ ରେ 31 ତାରିଖ ରେ ଖେଳାଯିବ । Body:No needConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.