ETV Bharat / sports

ରଣଜୀ ଟ୍ରଫି ପାଇଁ ଓଡିଶା ଦଳ ଘୋଷିତ

author img

By

Published : Dec 1, 2019, 9:30 PM IST

ରଣଜୀ ଟ୍ରଫି ପାଇଁ ଓଡିଶା କ୍ରିକେଟ ଆସୋସିଏସନ(ଓସିଏ) ପକ୍ଷରୁ 16 ଜଣିଆ ରଣଜୀ ଟିମ ଘୋଷଣା ହୋଇଛି।

ଓଡିଶା କ୍ରିକେଟ ଆସୋସିଏସନ
ଓଡିଶା କ୍ରିକେଟ ଆସୋସିଏସନ

କଟକ: ରଣଜୀ ଟ୍ରଫି ପାଇଁ ଘୋଷଣା ହେଲା ଓଡିଶା ଦଳ । ଶୁଭ୍ରାଂଶୁ ସେନାପତିଙ୍କ ଅଧିନାୟକତ୍ବରେ ଖେଳିବ ଓଡିଶା । ଏନେଇ ଆଜି ଓଡିଶା କ୍ରିକେଟ ଆସୋସିଏସନ(ଓସିଏ) ପକ୍ଷରୁ 16 ଜଣିଆ ରଣଜୀ ଟିମ ଘୋଷଣା ହୋଇଛି। ବିସିସିଆଇର ନୂଆ ନିୟମ ଅନୁଯାୟୀ 2 ଜଣ ୱିକେଟ କିପରଙ୍କୁ ଦଳରେ ସ୍ଥାନ ମିଳିଛି। ଡିସେମ୍ବର 9ରୁ ଛତିଶଗଡ଼ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳି ରଣଜୀ ଅଭିଯାନ ଆରମ୍ଭ କରିବ ଓଡ଼ିଶା।

ଘୋଷିତ ଦଳ

  • 1. ଶୁଭ୍ରାଂଶୁ ସେନାପତି ( ଅଧିନାୟକ)
  • 2. ବିପ୍ଳବ ସାମନ୍ତରାୟ( ଉପ ଅଧିନାୟକ)
  • 3. ଗୋବିନ୍ଦ ପୋଦ୍ଦାର
  • 4.ଦେବାଶିଷ ସାମନ୍ତରାୟ
  • 5.ଅନୁରାଗ ଷଡ଼ଙ୍ଗୀ
  • 6.ଅଭିଷେକ ରାଉତ
  • 7. ସାନ୍ତନୁ ମିଶ୍ର
  • 8. ରାଜେଶ ଧୂପର( ୱିକେଟ କିପର )
  • 9.ସନ୍ଦୀପ ପଟ୍ଟନାୟକ
  • 10. ବସନ୍ତ ମହାନ୍ତି
  • 11.ସୂର୍ଯ୍ୟକାନ୍ତ ପ୍ରଧାନ
  • 12. ରାଜେଶ ମହାନ୍ତି
  • 13.ଦେବବ୍ରତ ପ୍ରଧାନ
  • 14. ସୁଜିତ ଲେଙ୍କା(ୱିକେଟ କିପର)
  • 15.ଅଙ୍କିତ ଯାଦବ
  • 16. ପପୁ ରାଏ

କଟକରୁ ପଭୁକଲ୍ୟାଣ ପାଲ, ଇଟିଭି ଭାରତ

କଟକ: ରଣଜୀ ଟ୍ରଫି ପାଇଁ ଘୋଷଣା ହେଲା ଓଡିଶା ଦଳ । ଶୁଭ୍ରାଂଶୁ ସେନାପତିଙ୍କ ଅଧିନାୟକତ୍ବରେ ଖେଳିବ ଓଡିଶା । ଏନେଇ ଆଜି ଓଡିଶା କ୍ରିକେଟ ଆସୋସିଏସନ(ଓସିଏ) ପକ୍ଷରୁ 16 ଜଣିଆ ରଣଜୀ ଟିମ ଘୋଷଣା ହୋଇଛି। ବିସିସିଆଇର ନୂଆ ନିୟମ ଅନୁଯାୟୀ 2 ଜଣ ୱିକେଟ କିପରଙ୍କୁ ଦଳରେ ସ୍ଥାନ ମିଳିଛି। ଡିସେମ୍ବର 9ରୁ ଛତିଶଗଡ଼ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳି ରଣଜୀ ଅଭିଯାନ ଆରମ୍ଭ କରିବ ଓଡ଼ିଶା।

ଘୋଷିତ ଦଳ

  • 1. ଶୁଭ୍ରାଂଶୁ ସେନାପତି ( ଅଧିନାୟକ)
  • 2. ବିପ୍ଳବ ସାମନ୍ତରାୟ( ଉପ ଅଧିନାୟକ)
  • 3. ଗୋବିନ୍ଦ ପୋଦ୍ଦାର
  • 4.ଦେବାଶିଷ ସାମନ୍ତରାୟ
  • 5.ଅନୁରାଗ ଷଡ଼ଙ୍ଗୀ
  • 6.ଅଭିଷେକ ରାଉତ
  • 7. ସାନ୍ତନୁ ମିଶ୍ର
  • 8. ରାଜେଶ ଧୂପର( ୱିକେଟ କିପର )
  • 9.ସନ୍ଦୀପ ପଟ୍ଟନାୟକ
  • 10. ବସନ୍ତ ମହାନ୍ତି
  • 11.ସୂର୍ଯ୍ୟକାନ୍ତ ପ୍ରଧାନ
  • 12. ରାଜେଶ ମହାନ୍ତି
  • 13.ଦେବବ୍ରତ ପ୍ରଧାନ
  • 14. ସୁଜିତ ଲେଙ୍କା(ୱିକେଟ କିପର)
  • 15.ଅଙ୍କିତ ଯାଦବ
  • 16. ପପୁ ରାଏ

କଟକରୁ ପଭୁକଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ରଣଜୀ ଟ୍ରଫି ପାଇଁ ଘୋଷଣା ହେଲା ଓଡିଶା ଦଳ । ଶୁଭ୍ରାଂଶୁ ସେନାପତି ଙ୍କ ଅଧିନତ୍ୱ ରେ ଖେଳିବ ଓଡିଶା । 16 ଜଣିଆ ବିଶିଷ୍ଟ ଟିମ ଆଜି ଘୋଷଣା କରିଛି ଓସିଏ । ବିସିସିଆଇ ର ନୂଆ ନିୟମ ଅନୁଯାୟୀ 2 ଟି ୱେକେଟ କିପର ଙ୍କୁ ଦଳ ରେ ମିଳିଛି ସ୍ଥାନ । ଡିସେମ୍ବର 9 ତାରିଖ ରୁ ରଣଜୀ ଅଭିଯାନ ଆରମ୍ଭ କରିବ ଓଡ଼ିଶା । ପ୍ରଥମ ମ୍ୟାଚ ରେ ଛତିଶଗଡ଼ କୁ ଭେଟିବ ଓଡିଶା ।

ଘୋଷିତ ଦଳ :

1 ଶୁଭ୍ରାଂଶୁ ସେନାପତି ( ଅଧିନାୟକ)
2. ବିପ୍ଳବ ସାମନ୍ତରାୟ( ଉପ ଅଧିନାୟକ)
3. ଗୋବିନ୍ଦ ପୋଦ୍ଦାର
4.ଦେବାଶିଷ ସାମନ୍ତରାୟ
5.ଅନୁରାଗ ଷଡ଼ଙ୍ଗୀ
6.ଅଭିଷେକ ରାଉତ
7. ସାନ୍ତନୁ ମିଶ୍ର
8. ରାଜେଶ ଧୂପର( ୱେକେଟ କିପର )
9.ସନ୍ଦୀପ ପଟ୍ଟନାୟକ
10. ବସନ୍ତ ମହାନ୍ତି
11.ସୂର୍ଯ୍ୟକାନ୍ତ ପ୍ରଧାନ
12. ରାଜେଶ ମହାନ୍ତି
13.ଦେଵବ୍ରତ ପ୍ରଧାନ
14. ସୁଜିତ ଲେଙ୍କା(ୱେକେଟ କିପର)
15.ଅଙ୍କିତ ଯାଦବ
16. ପପୁ ରାଏ

Body:No needConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.