ETV Bharat / sports

KKR vs KXIP: ନିଆରା ଢଙ୍ଗରେ ଆଉଟ ହେଲେ କୋଲକତା ବ୍ୟାଟ୍ସମ୍ୟାନ

author img

By

Published : Oct 10, 2020, 10:22 PM IST

ଗିଲ ଫାଇନ ଲେଗରେ ଏକ ଶର୍ଟ ଖେଳି ଏକ ରନ ନେବାକୁ ଚେଷ୍ଟା କରିଥିଲେ । ମାତ୍ର ଗିଲ ଦୌଉଡିବା ଆଗରୁ ରାଣା ତାଙ୍କ ପାର୍ଶ୍ୱ ଛାଡି ଷ୍ଟ୍ରାଇକର ଏଣ୍ଡରେ ପହଞ୍ଚି ସାରିଥିଲେ । ଉଭୟ ଗିଲ ଏବଂ ରାଣା ଷ୍ଟ୍ରାଇକର ଏଣ୍ଡରେ ଠିଆ ହୋଇଥିଲେ ।

KKR vs KXIP: ନିଆରା ଢଙ୍ଗରେ ଆଉଟ ହେଲେ କୋଲକତା ବ୍ୟାଟ୍ସମ୍ୟାନ
KKR vs KXIP: ନିଆରା ଢଙ୍ଗରେ ଆଉଟ ହେଲେ କୋଲକତା ବ୍ୟାଟ୍ସମ୍ୟାନ

ହାଇଦ୍ରାବାଦ: କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଏବଂ କିଙ୍ଗସ୍ ଏକାଦଶ ପଞ୍ଜାବ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ କେକେଆର୍ ପ୍ରଥମେ ବ୍ୟାଟିଂ କରିଥିଲା । ଗୋଟିଏ ପରେ ଗୋଟିଏ ୱିକେଟ୍ ହରାଇ ଥିଲା ଦଳ । ଏହି ସମୟରେ ପ୍ରଥମ ଡାଉନକୁ ଆସିଥିବା ନୀତୀଶ ରାଣା ନିଆରା ଢଙ୍ଗରେ ଆଉଟ୍ ହୋଇଥିଲେ ।

ରାହୁଲ ତ୍ରିପାଠୀ 10 ବଲରୁ 4 ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ । ଏହା ପରେ ରାଣା ଏଣ୍ଟ୍ରି କରିଥିଲେ । ଶୁଭମାନ ଗିଲ ଏବଂ ନୀତୀଶ ରାଣା ପାୱାରପ୍ଲେରେ ଖେଳୁଥିଲେ କିନ୍ତୁ ପରେ ରାଣା ଏକ ଅଜବ ଢଙ୍ଗରେ ରନ ଆଉଟ୍ ହୋଇଥିଲେ |

କେକେର ଇନିଂସର ଚତୁର୍ଥ ଓଭରରେ ଅର୍ଶଦୀପ ସିଂ ବୋଲିଂ କରିଥିଲେ । ଗିଲ ଫାଇନ ଲେଗରେ ଏକ ଶର୍ଟ ଖେଳି ଏକ ରନ ନେବାକୁ ଚେଷ୍ଟା କରିଥିଲେ । ମାତ୍ର ଗିଲ ଦୌଉଡିବା ଆଗରୁ ରାଣା ତାଙ୍କ ପାର୍ଶ୍ୱ ଛାଡି ଷ୍ଟ୍ରାଇକର ଏଣ୍ଡରେ ପହଞ୍ଚି ସାରିଥିଲେ । ଉଭୟ ଗିଲ ଏବଂ ରାଣା ଷ୍ଟ୍ରାଇକର ଏଣ୍ଡରେ ଠିଆ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.