ETV Bharat / sports

କ୍ରିକେଟ ନୁହେଁ ଟେବୁଲ ଟେନିସ ଖେଳୁଛନ୍ତି ଧୋନି! - ଚେନ୍ନାଇ ସୁପର କିଙ୍ଗସ ଧୋନି

ଟିମ ଇଣ୍ଡିଆର ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂ ଧୋନିଙ୍କୁ ଚେନ୍ନାଇ ସୁପର କିଙ୍ଗସ ଖେଳାଳି ଡ୍ବାଇନ ବ୍ରାଭୋଙ୍କ ସହ ଟେବୁଲ ଟେନିସ ଖେଳୁଥିବାର ଦେଖାଯାଇଛି।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Oct 28, 2019, 7:02 PM IST

ହାଇଦ୍ରାବାଦ: ଟିମ ଇଣ୍ଡିଆର ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂ ଧୋନିଙ୍କୁ ଟେବୁଲ ଟେନିସ ଖେଳୁଥିବାର ଦେଖାଯାଇଛି। କ୍ରିକେଟରେ ବ୍ୟାଟରେ ନିଜ ଶକ୍ତିଶାଳୀ ସଟ ପାଇଁ ଜଣାଶୁଣା ଧୋନି । ତେବେ ଟେବୁଲ ଟେନିସରେ ମଧ୍ୟ ଜୋରଦାର ସଟ ମାରିଛନ୍ତି ମାହି।

ନିଜ ଚେନ୍ନାଇ ସୁପର କିଙ୍ଗସ ଖେଳାଳି ଡ୍ବାଇନ ବ୍ରାଭୋଙ୍କ ସହ ଟେବୁଲ ଟେନିସ ଖେଳିଛନ୍ତି। ଏହି ଭିଡିଓକୁ ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ପୋଷ୍ଟ କରାଯାଇଛି । ଭିଡିଓରେ ଧୋନି ଓ ବ୍ରାଭୋଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି।

Dhoni Plays Table Tennis
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଧୋନି ବିଶ୍ବକପ ସେମିଫାଇନାଲରେ ଟିମ ଇଣ୍ଡିଆର ପରାଜୟ ପରେ ଦଳରୁ ବାହାରେ ଅଛନ୍ତି । ୱେଷ୍ଟଇଣ୍ଡିଜ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତାଙ୍କୁ ଦଳର ବାଦ ଦିଆଯାଇଥିଲା । ଟିମ ଇଣ୍ଡିଆର ଆଗାମୀ ବାଂଲାଦେଶ ବିପକ୍ଷ ସିରିଜରେ ମଧ୍ୟ ଧୋନିଙ୍କୁ ସ୍ଥାନ ମିଳିନାହିଁ। ମୁଖ୍ୟ ଚୟନକର୍ତ୍ତା ଏମଏସକେ ପ୍ରସାଦ ଧୋନିଙ୍କ ବିନା ଭାରତୀୟ ଟିମ ଆଗକୁ ବଢିବ ବୋଲି ସୂଚନା ଦେଇଛନ୍ତି। ଏପରି ସ୍ଥିତିରେ ଧୋନି କ୍ୟାରିୟରର ଶେଷ ସମୟରେ ରହିଥିବା କୁହାଯାଉଛି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.