ETV Bharat / sports

ଚେନ୍ନାଇ ଟେଷ୍ଟ, 2ୟ ଦିନ: ଭାରତକୁ ଝଟକା, 2ୟ ଦିନରେ ବାଦ୍‌ ପଡିଲେ ପୂଜାରା

author img

By

Published : Feb 14, 2021, 2:09 PM IST

ଭାରତ-ଇଂଲଣ୍ଡ 2ୟ ଟେଷ୍ଟ ମ୍ୟାଚର 2ୟଦିନର ଖେଳ ଜାରି ରହିଛି । ତେବେ ପୂଜାରା 2ୟଦିନରେ ଖେଳିବେ ନାହିଁ ବୋଲି ବିସିସିଆଇ ଟ୍ବିଟ କରି ସୂଚନା ଦେଇଛି । ପୂଜାରାଙ୍କ ସ୍ଥାନରେ ମୟଙ୍କ ଫିଲ୍ଡିଂ କରୁଛନ୍ତି ।

ଚେନ୍ନାଇ ଟେଷ୍ଟ, 2ୟ ଦିନ: ଭାରତକୁ ଝଟକା, 2ୟ ଦିନରେ ବାଦ୍‌ ପଡିଲେ ପୂଜାରା
ଚେନ୍ନାଇ ଟେଷ୍ଟ, 2ୟ ଦିନ: ଭାରତକୁ ଝଟକା, 2ୟ ଦିନରେ ବାଦ୍‌ ପଡିଲେ ପୂଜାରା

ଚେନ୍ନାଇ: ଭାରତ-ଇଂଲଣ୍ଡ 2ୟ ଟେଷ୍ଟ ମ୍ୟାଚର 2ୟଦିନର ଖେଳ ଜାରି ରହିଛି । ଆଜି 329 ରନ୍‌ କରି ଭାରତ ଅଲଆଉଟ୍‌ ପରେ ଫିଲ୍ଡିଂ ପାଇଁ ଗ୍ରାଉଣ୍ଡକୁ ଓହ୍ଲାଇଥିଲା । କିନ୍ତୁ ଭାରତୀୟ ଟିମରେ ଚେତେଶ୍ବର ପୂଜାରା ନଥିଲେ । ପୂଜାରାଙ୍କ ସ୍ଥାନରେ ମୟଙ୍କ ଫିଲ୍ଡିଂ କରୁଛନ୍ତି ।

ତେବେ ପୂଜାରା 2ୟଦିନରେ ଖେଳିବେ ନାହିଁ ବୋଲି ବିସିସିଆଇ ଟ୍ବିଟ କରି ସୂଚନା ଦେଇଛି । ଏମଏ ଚିଦାମ୍ବରମ ଷ୍ଟାଡିୟମରେ ପ୍ରଥମଦିନରେ ବ୍ୟାଟିଂବେଳେ ପୂଜାରାଙ୍କ ଡାହଣ ହାତରେ ଆଘତ ଲାଗିଥିଲା । ଯନ୍ତ୍ରଣା ହେଉଥିବାରୁ ଆଜି ଗ୍ରାଉଣ୍ଡକୁ ଓହ୍ଲାଇ ନାହାଁନ୍ତି ପୂଜାରା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.