ETV Bharat / sports

ଏହି ଖେଳାଳିଙ୍କ ପାଇଁ ମୟଙ୍କଙ୍କୁ ମିଳିପାରୁ ନାହିଁ ବ୍ଲୁ ଜର୍ସି - Mayank Agarwal

ଆଗାମୀ ମାସରେ ଆରମ୍ଭ ହେବାକୁ ଥିବା ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଘରୋଇ ଟି-20 ସିରିଜରେ ମୟଙ୍କଙ୍କ ସ୍ଥାନ ନଥିବା ଖବର ମିଳିଛି।

ମୟଙ୍କ ଅଗ୍ରୱାଲ
author img

By

Published : Nov 18, 2019, 12:39 PM IST

ହାଇଦ୍ରାବାଦ: 28 ଚୌକା ଓ 6 ଛକା ବଳରେ 243ରନ ପାଳି ଖେଳିଥିବା ମୟଙ୍କ ଅଗ୍ରୱାଲଙ୍କ ସୀମିତ ଓଭର ଫର୍ମାଟରେ ଖେଳିବା ନେଇ ଅନିଶ୍ଚିତତା ଲାଗି ରହିଛି । ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ବିଜୟର ହିରୋ ମୟଙ୍କ ଅଗ୍ରୱାଲଙ୍କ ଦମଦାର ପ୍ରଦର୍ଶନ ପରେ ଦିନିକିଆ କିମ୍ବା ଟି-20 ଏଣ୍ଟ୍ରି ନେଇ ଆଶା କରାଯାଉଥିଲା । ମାତ୍ର ଆଗାମୀ ମାସରେ ଆରମ୍ଭ ହେବାକୁ ଥିବା ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଘରୋଇ ଟି-20 ସିରିଜରେ ମୟଙ୍କଙ୍କ ସ୍ଥାନ ନଥିବା ଖବର ମିଳିଛି।

ବିସିସିଆଇର ଜଣେ ଅଧିକାରୀ କହିଛନ୍ତି, ସୀମିତ ଓଭର ଫର୍ମାଟର ଓପନିଂ ଡିପାର୍ଟମେଣ୍ଟରେ ମୟଙ୍କଙ୍କ ସ୍ଥାନ କେଉଁଠି। କାରଣ ରୋହିତ-ଧୱନ ଦଳ ପାଇଁ ସେଟ ଓପନର ଯୋଡି । ଯଦିଓ ଧୱନଙ୍କ ପ୍ରଦର୍ଶନରେ ସ୍ଥିରତା ନାହିଁ । ତଥାପି ଏହି ଯୋଡିକୁ ଖେଳାଇବା ପାଇଁ ବୋର୍ଡ ନିଷ୍ପତ୍ତି ନେଇଛି।

ଟିମ ଇଣ୍ଡିଆର ଏହି ଆକ୍ରମଣାତ୍ମକ ଟେଷ୍ଟ ଓପନର ନିଜ ପ୍ରଥମ 8ଟି ଟେଷ୍ଟ ମ୍ୟାଚରେ ଦୁଇଟି ଦ୍ବିଶତକ ଯୋଡି ସାରିଲେଣି। ଏହି ମାମଲାରେ ସେ କିମ୍ବଦନ୍ତୀ କ୍ରିକେଟର ସାର ଡନ ବ୍ରାଡ ମ୍ୟାନଙ୍କ ଦ୍ବିଶତକ ରେକର୍ଡକୁ ମଧ୍ୟ ଭାଙ୍ଗି ସାରିଲେଣି।

Intro:Body:

BLANK FOR  LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.