ETV Bharat / sports

ଆଇସିସି ଟେଷ୍ଟ ମାନ୍ୟତାର ତୃତୀୟ ସ୍ଥାନରେ ଲବୁସାନ: କୋଚଙ୍କ ପ୍ରଶଂସା - ମାର୍ନସ ଲବୁସାନ ଅଷ୍ଟ୍ରେଲିଆ

ଯୁବ ବ୍ୟାଟ୍ସମ୍ୟାନ ମାର୍ନସ ଲବୁସାନଙ୍କୁ ପ୍ରଶଂସାରେ ଅଷ୍ଟ୍ରେଲିଆ ସରକାରୀ କୋଚ ଆଣ୍ଡ୍ରିୟୁ ମେକଡୋନାଲ୍ଡ । ଲବୁସାନ ଆଇସିସି ଟେଷ୍ଟ ମାନ୍ୟତାର ତୃତୀୟ ସ୍ଥାନରେ ପହଞ୍ଚିବାକୁ ନେଇ ଖୁସି ଜାହିର କରିଛନ୍ତି କୋଚ ।

Marnus labuschane's growth into number three test batsman was phenomenal: Andrew mcDonald
ଆଇସିସି ଟେଷ୍ଟ ମାନ୍ୟତାର ତୃତୀୟ ସ୍ଥାନରେ ଲବୁସାନ: କୋଚଙ୍କ ପ୍ରଶଂସା
author img

By

Published : Apr 19, 2020, 2:48 PM IST

ମେଲବୋର୍ଣ୍ଣ: ଯୁବ ବ୍ୟାଟ୍ସମ୍ୟାନ ମାର୍ନସ ଲବୁସାନଙ୍କୁ ପ୍ରଶଂସାରେ ଅଷ୍ଟ୍ରେଲିଆ ସରକାରୀ କୋଚ ଆଣ୍ଡ୍ରିୟୁ ମେକଡୋନାଲ୍ଡ । ଲବୁସାନ ଆଇସିସି ଟେଷ୍ଟ ମାନ୍ୟତାର ତୃତୀୟ ସ୍ଥାନରେ ପହଞ୍ଚିବାକୁ ନେଇ ଖୁସି ଜାହିର କରିଛନ୍ତି କୋଚ । ଷ୍ଟିଭ ସ୍ମିଥ ଓ ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲିଙ୍କ ପରେ 25 ବର୍ଷିୟ ମାର୍ନସ ଲବୁସାନ ରହିଛନ୍ତି ।

ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ସିରଜରେ ରେକେର୍ଡ 896 ରନ ସଂଗ୍ରହ କରିବା ସହ, ଆଇସିସି ମାନ୍ୟତାରେ ଶ୍ରେଷ୍ଠ 10 ସ୍ଥାନ ମଧ୍ୟରେ ପ୍ରବେଶ କରିଥିଲେ ଲବୁସାନ । 25 ବର୍ଷିୟ ଲବୁସାନ 2019 ଆଇସିସି ପୁରୁଷ ଇମରଜିଂ ପ୍ଳେଆର ଆୱାର୍ଡ ମଧ୍ୟ ହାସଲ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.