ETV Bharat / sports

ଲାବୁଶେନଙ୍କ ଫ୍ୟାନ ହେଲେ ସଚିନ ତେନ୍ଦୁଲକର

author img

By

Published : Feb 7, 2020, 10:00 PM IST

ଅଷ୍ଟ୍ରେଲିଆର ବ୍ୟାଟ୍ସମ୍ୟାନ ମାନସ ଲାବୁଶେନଙ୍କ ଟେଷ୍ଟ ମ୍ୟାଚରେ ଖେଳିବା ଶୈଳୀ ସଚିନଙ୍କୁ ବେଶ୍‌ ପ୍ରଭାବିତ କରିଛି । ସେହି ଖେଳାଳି ଠାରେ ନିଜର ଝଲକ ଦେଖୁଥିବା ସଚିନ କହିଛନ୍ତି । ଅଧିକ ପଢନ୍ତୁ...

marnus labuschagne
marnus labuschagne

ସିଡନୀ: ବୁଶ ଫାୟର କ୍ରିକେଟ ବେସ ପାଇଁ ଅଷ୍ଟ୍ରେଲିଆରେ ସଚିନ ତେନ୍ଦୁଲକର । ତେବେ ଏହି ସମୟରେ ସେ ଅଷ୍ଟ୍ରେଲିଆର ବ୍ୟାଟ୍ସମ୍ୟାନ ମାନସ ଲାବୁଶେନଙ୍କ ବେଶ୍‌ ପ୍ରଶଂସା କରିଛନ୍ତି । ତାଙ୍କର ଟେଷ୍ଟ ମ୍ୟାଚରେ ଖେଳିବା ଶୈଳୀ ସଚିନଙ୍କୁ ବେଶ୍‌ ପ୍ରଭାବିତ କରିଛି ।

marnus labuschagne
ଫଟୋ ସୌଜନ୍ୟ:ସୋସିଆଲ ମିଡିଆ@ICC

ମାନସଙ୍କୁ ନେଇ ସଚିନ କହିଛନ୍ତି ଯେ, ମୁଁ ତାଙ୍କୁ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା 2ୟ ଟେଷ୍ଟ ମ୍ୟାଚରେ ଖେଳୁଥିବାର ଦେଖିଥିଲି । ସ୍ମିଥ ଆହତ ହୋଇଯାଇଥିଲେ ତାଙ୍କ ସ୍ଥାନରେ ସେ ଖେଳିଥିଲେ । ସେ ଜଣେ ଖାସ୍‌ ବ୍ୟାଟ୍ସମ୍ୟାନ । ତାଙ୍କର ଫୁଟଓ୍ବାର୍କ ଶାନଦାର । ଫୁଟଓ୍ବାର୍କ ଫିଜିକଲ ନୁହେଁ । ଏହାର ସମ୍ବନ୍ଧ ମାନସିକ ସ୍ତରରେ ହୁଏ । ଯଦି ଜଣେ ସାକରାତ୍ମକ ଚିନ୍ତା ସହ ଖେଳୁ ନାହଁ, ତାହେଲେ ପାଦର ମୁଭମେଣ୍ଟକୁ ପ୍ରଭାବିତ ହୁଏ ।

ଆହୁରି ମଧ୍ୟ ସଚିନ କହିଛନ୍ତି, ମୋର କିଛିଟା ଝଲକ ମାନସଙ୍କ ଠାରେ ରହିଛି । ତାଙ୍କ ଠାରେ କିଛି ତ ଖାସ ରହିଛି । ତେବେ ଏହି ବୟାନକୁ ନେଇ ଆଇସିସି କହିଛି ଲାବୁଶେନଙ୍କ ପାଇଁ ଏପରି କହିବା ବହୁତ ବଡ କଥା ।

ଏହା ମଧ୍ୟ ପଢନ୍ତୁ:କୋରୋନା ଭୟ, ମହିଳା ହକି ଦଳର ଚୀନ ଗସ୍ତ ବାତିଲ

ଲାବୁଶେନ କଙ୍ଗାରୁ ଦଳ ପାଇଁ 14ଟି ଟେଷ୍ଟ ମ୍ୟାଚ ଖେଳି 1459ରନ୍ ସଂଗ୍ରହ କରିଛନ୍ତି । ସେ 14 ଜାନୁଆରୀରେ ଭାରତ ବିପକ୍ଷରେ ଦିନିକିଆ ଡେବ୍ୟୁ ମ୍ୟାଚ ଖେଳିଥିଲେ ।

Intro:କଟକ:ରଣଜୀ ଟ୍ରଫି ଓଡିଶା ପରାଜୟ । ଓଡିଶା ବିପକ୍ଷ ରେ ମହାରାଷ୍ଟ୍ର ର ଦମଦାର ବିଜୟ । ପୁନେ ରେ ଖେଳାଯାଇଥିବା ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ କୁ 10 ୱକେଟ ରେ ଜିତି ନେଇଛି ମହାରାଷ୍ଟ୍ର । 40 ରନ ର ବିଜୟ ଲକ୍ଷ କୁ ଖୁବ ସହଜ ରେ ଜିତି ନେଇଛି ମହାରାଷ୍ଟ୍ର ।

ଓଡିଶା ଦ୍ୱିତୀୟ ପାଳି ରେ ମାତ୍ର 289 ରନ କରିଥିଲା । ଯାହାଦ୍ଵାରା ମହାରାଷ୍ଟ୍ର ସମୁଖରେ 40 ରନ ର ବିଜୟ ଲକ୍ଷ ଧାର୍ଯ୍ୟ କରିଥିଲା ଓଡିଶା । ଦଳ ପକ୍ଷରୁ ଗୋବିନ୍ଦ ପୋଦାର ସର୍ବାଧିକ 118 ରନ କରିଥିଲା ବେଳେ ଅନୁରାଗ ଷଡ଼ଙ୍ଗୀ 73 ରନ କରିଥିଲେ । ବର୍ତ୍ତମାନ ସୁଦ୍ଧା ଓଡିଶା 8 ଟି ମ୍ୟାଚ ରୁ 5 ଟି ମ୍ୟାଚ ରେ ବିଜୟ ଲାଭ କରିଛି । Body:No needConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.