ETV Bharat / sports

ଦାଦାଙ୍କୁ ଟ୍ବିଟ କରି ଶୁଭେଚ୍ଛା ଜଣାଇଲେ ଦିଦି

author img

By

Published : Oct 14, 2019, 5:46 PM IST

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟ୍ବିଟ କରି ସୌରଭ ଗାଙ୍ଗୁଲିଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଟ୍ବିଟରେ ସେ ଲେଖିଛନ୍ତି ଯେ, ଗାଙ୍ଗୁଲି ଦେଶ ଓ ବଙ୍ଗଳାକୁ ଗର୍ବିତ କରିଛନ୍ତି । ତାଙ୍କର ସିଏବି ଅଧ୍ୟକ୍ଷ ଦାୟିତ୍ବ ମଧ୍ୟ ବେଶ୍‌ ପ୍ରଶଂସନୀୟ ।

mamata banerjee

କୋଲକତା: ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ବିସିସିଆଇର ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତେବେ ଅଧ୍ୟକ୍ଷ ରେସ୍‌ରେ ସେ ପ୍ରଥମ ସ୍ଥାନରେ ଅଛନ୍ତି । ଏହି ଖାସ୍‌ ସମୟରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦାଦାଙ୍କୁ ଟ୍ବିଟ କରି ଶୁଭେଚ୍ଛା ଜଣାଇଛନ୍ତି ।

mamata banerjee
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@MamataOfficial

ସେ ନିଜର ଟ୍ବିଟରେ ଉଲ୍ଲେଖ କରିଛନ୍ତି ଯେ, ସୌରଭ ଗାଙ୍ଗୁଲିଙ୍କୁ ବିସିସିଆଇ ଅଧ୍ୟକ୍ଷ ହେବା ପାଇଁ ସହହୃଦୟରୁ ଅଭିନନ୍ଦନ । ନିଜର କାମ ପାଇଁ ଅଲ ଦ ବେଷ୍ଟ । ସେ ନିଜର ଭାରତ ଓ ବଙ୍ଗଳାକୁ ଗର୍ବାନ୍ବିତ କରିଛନ୍ତି । ତାଙ୍କର ସିଏବି ସଭାପତି ଦାୟିତ୍ବ ମଧ୍ୟ ବେଶ୍‌ ପ୍ରଶଂସନୀୟ । ଆପଣଙ୍କ ନୂଆ ଇଂନିସ ଦେଖିବାକୁ ବେଶ୍‌ ଉତ୍ସୁକ ।

ସୂଚନାଥାଉକି, ଗାଙ୍ଗୁଲି ଦେଶ ପାଇଁ 113ଟି ଟେଷ୍ଟ ମ୍ୟାଚ ଓ 311ଟି ଦିନିକିଆ ମ୍ୟାଚ ଖେଳିଛନ୍ତି । ନିଜର ଅନ୍ତରାଷ୍ଟ୍ରୀୟ କ୍ୟାରିଅରରେ 18ହଜାରରୁ ଉର୍ଦ୍ଧ୍ବ ରନ ଅକ୍ତିଆର କରିଛନ୍ତି । ସେଥିରେ 38ଟି ଶତକ ମଧ୍ୟ ସାମିଲ ରହିଛି । ଦିନିକିଆ ଓପନୋର ଭାବେ ତାଙ୍କର ଟିମ୍‌ ପାଇଁ ଅବଦାନ ଓ ଅଧିନାୟକତ୍ବ ପାଇଁ ସବର୍ଦା ମନେ ପଡିଥାନ୍ତି ଦାଦା । ସୂଚନାଥାଉକି, ସେ ଟିମ୍‌ର ଭାର ନେଇଥିବାବେଳେ 20ବର୍ଷ ପରେ ପ୍ରଥମଥର ପାଇଁ ବିଶ୍ବକପ ଫାଇନାଲରେ ଭାରତ ପହଞ୍ଚିଥିଲା ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.