ETV Bharat / sports

ବ୍ୟାଟ୍ସମ୍ୟାନଙ୍କ ପାଇଁ ବାଧ୍ୟତାମୂଳକ ହେଉ ହେଲମେଟ: ତେନ୍ଦୁଲକର - କିଙ୍ଗ୍ସ ଏକାଦଶ ପଞ୍ଜାବ vs ସନରାଇଜର୍ସ ହାଇଦ୍ରାବାଦ

ହାଇଦ୍ରାବାଦ ବ୍ୟାଟ୍ସମ୍ୟାନ ବିଜୟ ଶଙ୍କର ଦ୍ରୁତ ରନ ସଂଗ୍ରହ କରି କ୍ରିଜରେ ପହଞ୍ଚିବାକୁ ଚେଷ୍ଟା କରୁଥିବାବେଳେ, ପଞ୍ଜାବ ଫିଲ୍ଡର ନିକୋଲାସ ପୁରୋନଙ୍କ ଥ୍ରୋ ମୁହଁରେ ଲାଗିଥିଲା । ଅଧିକ ପଢନ୍ତୁ...

Make helmet mandatory for batsmen: Tendulkar
ବ୍ୟାଟ୍ସମ୍ୟାନଙ୍କ ପାଇଁ ବାଧ୍ୟତାମୂଳକ ହେଉ ହେଲମେଟ: ତେନ୍ଦୁଲକର
author img

By

Published : Nov 3, 2020, 5:10 PM IST

ନୂଆଦିଲ୍ଲୀ: ପ୍ରତ୍ୟେକ ବ୍ୟାଟ୍ସମ୍ୟାନଙ୍କ ପାଇଁ ବାଧ୍ୟତାମୂଳକ ହେଉ ହେଲମେଟ । କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର ମଙ୍ଗଳବାର ଏନେଇ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ମହାନ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକର ନିଜ ସମୟରେ ବିନା ହେଲମେଟରେ ବହୁତ କମ ବ୍ୟାଟିଂ କରିଥିବାର ଦେଖାଯାଇଛି । ଗତ ଅକ୍ଟୋବର 24ରେ ଆଇପିଏଲରେ କିଙ୍ଗ୍ସ ଏକାଦଶ ପଞ୍ଜାବ ଓ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚର ଏକ ଭିଡିଓ ଟ୍ବିଟ କରିଛନ୍ତି ସଚିନ ।

  • The game has become faster but is it getting safer?

    Recently we witnessed an incident which could’ve been nasty.

    Be it a spinner or pacer, wearing a HELMET should be MANDATORY for batsmen at professional levels.

    Request @icc to take this up on priority.https://t.co/7jErL3af0m

    — Sachin Tendulkar (@sachin_rt) November 3, 2020 " class="align-text-top noRightClick twitterSection" data=" ">

ଏହି ମ୍ୟାଚରେ ହାଇଦ୍ରାବାଦ ବ୍ୟାଟ୍ସମ୍ୟାନ ବିଜୟ ଶଙ୍କର ଦ୍ରୁତ ରନ ସଂଗ୍ରହ କରି କ୍ରିଜରେ ପହଞ୍ଚିବାକୁ ଚେଷ୍ଟା କରୁଥିବାବେଳେ, ପଞ୍ଜାବ ଫିଲ୍ଡର ନିକୋଲାସ ପୁରୋନଙ୍କ ଥ୍ରୋ ମୁହଁରେ ଲାଗିଥିଲା ।

ଫଳରେ ଏପରି ଘଟଣାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ସଚିନ । ଏଥିସହ କହିଛନ୍ତି,"ବର୍ତ୍ତମାନ ଖେଳ ଅଧିକ ଦ୍ରୁତତମ ହୋଇଛି, ମାତ୍ର ସେହି ମାତ୍ରାରେ ସୁରକ୍ଷା ରହିଛି କି ? ନିକଟରେ ଏପରି ଏକ ବିପଦପୂର୍ଣ୍ଣ ଘଟଣାର ଦେଖାଯାଇଛି । ବୋଲର ସ୍ପିନର ହୁଅନ୍ତୁ ଅବା ପେସର ହେଲମେଟ ବ୍ୟବହାର ବାଧ୍ୟତାମୂଳକ ହେବା ଉଚିତ ।

ନଭେମ୍ବର 2014ରେ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନଙ୍କ ମୁଣ୍ଡରେ ବଲ ଲାଗିବା ପରେ ମୃତ୍ୟୁ ହୋଇଥିଲା । ଏହାପରେ ହେଲମେଟରେ ଅଧିକ ସୁରକ୍ଷା ଯଥା, ନେକ ଗାର୍ଡ ବ୍ୟବହାର ପାଇଁ ଦାବି ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.