ETV Bharat / sports

ଷ୍ଟିଭ ସ୍ମିଥ ନୁହନ୍ତି କୋହଲି ଶ୍ରେଷ୍ଠ: କେଭିନ ପିଟରସନ

ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲିଙ୍କୁ ପୂର୍ବତନ ଇଂଲଣ୍ଡ କ୍ୟାପଟେନ କେଭିନ ପିଟରସନଙ୍କ ପ୍ରଶଂସା । ସଚିନ ତେନ୍ଦୁଲକର ଓ ଅଷ୍ଟ୍ରେଲିଆର ଷ୍ଟିଭ ସ୍ମିଥଙ୍କ ଠାରୁ ବିରାଟ କୋହଲିଙ୍କୁ ପସନ୍ଦର ଖେଳାଳି ଚୟନ କରିଛନ୍ତି ପିଟରସନ ।

author img

By

Published : May 16, 2020, 2:22 PM IST

kohli with 'freakshow', smith doesn't even come close to him: kavin Pitersen
ଷ୍ଟିଭ ସ୍ମିଥ ନୁହନ୍ତି କୋହଲି ଶ୍ରେଷ୍ଠ: କେଭିନ ପିଟରସନ

ନୂଆଦିଲ୍ଲୀ: ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲିଙ୍କୁ ପୂର୍ବତନ ଇଂଲଣ୍ଡ କ୍ୟାପଟେନ କେଭିନ ପିଟରସନଙ୍କ ପ୍ରଶଂସା । ସଚିନ ତେନ୍ଦୁଲକର ଓ ଅଷ୍ଟ୍ରେଲିଆର ଷ୍ଟିଭ ସ୍ମିଥଙ୍କ ଠାରୁ ବିରାଟ କୋହଲିଙ୍କୁ ପସନ୍ଦର ଖେଳାଳି ଚୟନ କରିଛନ୍ତି ପିଟରସନ ।

ସୀମିତ ଓଭର କ୍ରିକେଟରେ ସଫଳତାର ବିଜୟ ଟାର୍ଗେଟକୁ ପିଛା କରି ସଫଳତା ହାସଲ କରିବାର ରେକର୍ଡ କୋହଲିଙ୍କ ନାମରେ ରହିଛି । କୋହଲିଙ୍କ ଏହି ଦକ୍ଷତାରେ ସ୍ମିଥ ଆଦୌ ସମକକ୍ଷ ନୁହନ୍ତି ବୋଲି ପିଟରସନ କହିଛନ୍ତି ।

ରନ ଚେଜବେଳେ କୋହଲିଙ୍କ ଆଭରେଜ ଅବିଶ୍ବସନୀୟ 80 ରହିଛି । ସଚିନ ତେନ୍ଦୁଲକର ଅନ୍ତର୍ଜାତୀୟ କ୍ରିକେଟରେ 100 ଶତକର ରେକର୍ଡ କରିଛନ୍ତି । ବର୍ତ୍ତମାନର ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲି 70 ଶତକ ହାସଲ କରିସାରିଛନ୍ତି । ଏହା ତାଙ୍କର ଶ୍ରେଷ୍ଠତାର ପ୍ରମାଣ ବୋଲି ପିଟରସନ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.