ETV Bharat / sports

ଧୋନିଙ୍କ ରେକର୍ଡର ସମକକ୍ଷ ହେଲେ ବିରାଟ କୋହଲି

author img

By

Published : Mar 4, 2021, 1:45 PM IST

Updated : Mar 4, 2021, 2:35 PM IST

ଭାରତର ଅଧିନାୟକ ଭାବେ ବିରାଟ କୋହଲି ଆଜି 60ତମ ଟେଷ୍ଟ ମ୍ୟାଚ ଖେଳୁଛନ୍ତି । ତେବେ ଏହି 60ତମ ମ୍ୟାଚର ନେତୃତ୍ବ ତୁଲାଇ ବିରାଟ ପୂର୍ବତନ ଅଧିନାୟକ ଏମଏସ ଧୋନିଙ୍କ ରେକର୍ଡର ସମକକ୍ଷ ହୋଇ ଯାଇଛନ୍ତି ।

ଧୋନିଙ୍କ ରେକର୍ଡର ସମକ୍ଷକ ହେଲେ ବିରାଟ କୋହଲି
ଧୋନିଙ୍କ ରେକର୍ଡର ସମକ୍ଷକ ହେଲେ ବିରାଟ କୋହଲି

ଅହମ୍ମଦାବାଦ: ଭାରତର ଅଧିନାୟକ ଭାବେ ବିରାଟ କୋହଲି ଆଜି 60ତମ ଟେଷ୍ଟ ମ୍ୟାଚ ଖେଳୁଛନ୍ତି । ତେବେ ଏହି 60ତମ ମ୍ୟାଚର ନେତୃତ୍ବ ତୁଲାଇ ବିରାଟ ପୂର୍ବତନ ଅଧିନାୟକ ଏମଏସ ଧୋନିଙ୍କ ରେକର୍ଡର ସମକକ୍ଷ ହୋଇ ଯାଇଛନ୍ତି ।

Joe Root 🤜🤛 Virat Kohli

The Ahmedabad Test is Root's 50th as England captain, and Kohli's 60th as India skipper!#INDvENG pic.twitter.com/N6ssrCdPMr

— ICC (@ICC) March 4, 2021

ସେ 59ଟି ମ୍ୟାଚର ଅଧିନାୟକ ଦାୟିତ୍ବ ତୁଲାଇ 35ଟିରେ ବିଜୟ ଓ 14ଟିରେ ପରାଜୟର ସାମ୍ନା କରିଛନ୍ତି ଓ 10ଟିର ଫଳାଫଳ ବାହାରି ନାହିଁ । ଧୋନି 60ଟି ଟେଷ୍ଟ ମ୍ୟାଚର ନେତୃତ୍ବ ଦାୟିତ୍ବ ତୁଲାଇଛନ୍ତି ଓ ତାଙ୍କ ନେତୃତ୍ବରେ ଭାରତ 29ଟିରେ ବିଜୟ ହୋଇଛନ୍ତି ।

ତେବେ କୋହଲି ଟସ୍‌ ସମୟରେ ଧୋନିଙ୍କ ରେକର୍ଡର ସମକ୍ଷକକୁ ନେଇ କହିଛନ୍ତି ଯେ, ଦୀର୍ଘ ଦିନ ହେବ ଭାରତର ଅଧିନାୟକ ଦାୟିତ୍ବ ତୁଲାଇବା ଅବିଶ୍ବସନୀୟ । ଟେଷ୍ଟ ଫର୍ମାଟରେ ଆମେ ବହୁତ ଭଲ ସ୍ଥାନକୁ ଆସିଯାଇଛୁ । ଆମକୁ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଜାରି ରଖିବାକୁ ପଡିବ ।

ଅହମ୍ମଦାବାଦ: ଭାରତର ଅଧିନାୟକ ଭାବେ ବିରାଟ କୋହଲି ଆଜି 60ତମ ଟେଷ୍ଟ ମ୍ୟାଚ ଖେଳୁଛନ୍ତି । ତେବେ ଏହି 60ତମ ମ୍ୟାଚର ନେତୃତ୍ବ ତୁଲାଇ ବିରାଟ ପୂର୍ବତନ ଅଧିନାୟକ ଏମଏସ ଧୋନିଙ୍କ ରେକର୍ଡର ସମକକ୍ଷ ହୋଇ ଯାଇଛନ୍ତି ।

ସେ 59ଟି ମ୍ୟାଚର ଅଧିନାୟକ ଦାୟିତ୍ବ ତୁଲାଇ 35ଟିରେ ବିଜୟ ଓ 14ଟିରେ ପରାଜୟର ସାମ୍ନା କରିଛନ୍ତି ଓ 10ଟିର ଫଳାଫଳ ବାହାରି ନାହିଁ । ଧୋନି 60ଟି ଟେଷ୍ଟ ମ୍ୟାଚର ନେତୃତ୍ବ ଦାୟିତ୍ବ ତୁଲାଇଛନ୍ତି ଓ ତାଙ୍କ ନେତୃତ୍ବରେ ଭାରତ 29ଟିରେ ବିଜୟ ହୋଇଛନ୍ତି ।

ତେବେ କୋହଲି ଟସ୍‌ ସମୟରେ ଧୋନିଙ୍କ ରେକର୍ଡର ସମକ୍ଷକକୁ ନେଇ କହିଛନ୍ତି ଯେ, ଦୀର୍ଘ ଦିନ ହେବ ଭାରତର ଅଧିନାୟକ ଦାୟିତ୍ବ ତୁଲାଇବା ଅବିଶ୍ବସନୀୟ । ଟେଷ୍ଟ ଫର୍ମାଟରେ ଆମେ ବହୁତ ଭଲ ସ୍ଥାନକୁ ଆସିଯାଇଛୁ । ଆମକୁ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଜାରି ରଖିବାକୁ ପଡିବ ।

Last Updated : Mar 4, 2021, 2:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.