ETV Bharat / sports

ପରିବାର ସହ ଭୋଟଦେଲେ କପିଲ୍ ଦେବ

ଭାରତୀୟ ଦଳର ପୂର୍ବ କ୍ୟାପଟେନ କପିଲ୍ ଦେବ ପରିବାର ସହିତ ମତଦାନ କରିଛନ୍ତି ।

author img

By

Published : May 12, 2019, 2:33 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ମଥୁରା: ଦେଶରେ ଲୋକସଭା ନିର୍ବାଚନ ପାଇଁ ଷଷ୍ଠ ପର୍ଯ୍ୟାୟ ମତଦାନ ଚାଲୁ ରହିଛି । ଦିଲ୍ଲୀ, ହରିୟାଣା, ଉତ୍ତରପ୍ରଦେଶ, ବିହାର, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ଝାଡଖଣ୍ଡର ମୋଟ 59 ଆସନ ପାଇଁ ମତଦାନ ହେଉଛି ।

ଭାରତୀୟ ଦଳର ପୂର୍ବ କ୍ୟାପଟେନ କପିଲ୍ ଦେବ ପରିବାର ସହିତ ମତଦାନ କରିଛନ୍ତି । ମଥୁରାରୋଡର ଡିପିଏସ ଠାରେ ପତ୍ନୀ ରୋମି ଓ ଝିଅ ଆମିଆଙ୍କ ସହ ସେ ଭୋଟ ଦେବାକୁ ଆସିଥିଲେ ।

Intro:Body:

PRABIR

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.