ETV Bharat / sports

JSCAର ବାର୍ଷିକ ରିପୋର୍ଟ: ବକେୟା ସୂଚୀରେ ଧୋନିଙ୍କ ନାମ

ମହେନ୍ଦ୍ର ସିଂ ଧୋନିଙ୍କ ନାମରେ 31 ମାର୍ଚ୍ଚ 2020 ପର୍ଯ୍ୟନ୍ତ 1,800 ଟଙ୍କା ବକେୟା ରହିଥିବା ଲେଖାଯାଇଛି।

JSCA dues on Mahendra Singh Dhoni
JSCAର ବାର୍ଷିକ ରିପୋର୍ଟ: ବକେୟା ସୂଚୀରେ ଧୋନିଙ୍କ ନାମ
author img

By

Published : Aug 30, 2020, 10:02 PM IST

ରାଞ୍ଚି: ଝାଡଖଣ୍ଡ କ୍ରିକେଟ ଆସୋସିଏସନ ବାର୍ଷିକ ରିପୋର୍ଟ ଜାରି କରିଛି । ଏଥିରେ JSCAର ବକେୟା ସଦସ୍ୟଙ୍କ ସୂଚୀ ରହିଛି । କୌତୁହଳର କଥା ଏହି ସୂଚୀରେ ଭାରତୀୟ କ୍ରିକେଟ ଟିମର ପୂର୍ବତନ କ୍ୟାପଟେନ ତଥା ଝାଡଖଣ୍ଡ ରଣଜୀ ଟିମର ମେଣ୍ଟର ମହେନ୍ଦ୍ର ସିଂ ଧୋନିଙ୍କ ନାମ ରହିଛି ।

JSCA dues on Mahendra Singh Dhoni
JSCAର ବାର୍ଷିକ ରିପୋର୍ଟ: ବକେୟା ସୂଚୀରେ ଧୋନିଙ୍କ ନାମ

ଧୋନିଙ୍କ ନାମ ସହ, 31 ମାର୍ଚ୍ଚ 2020 ପର୍ଯ୍ୟନ୍ତ 1,800 ଟଙ୍କା ବକେୟା ରହିଥିବା ଲେଖାଯାଇଛି।

କମ୍ ବକେୟା ଅର୍ଥ ଥିବା ଲୋକମାନଙ୍କ ତାଲିକାରେ ଧୋନିଙ୍କ ନାମ ଦ୍ବିତୀୟ ସ୍ଥାନରେ ରହିଛି । ଏକ କମ୍ପାନୀର ନାମରେ ସବୁଠୁ କମ 859 ଟଙ୍କାର ବକେୟା ରହିଛି । ଏହି ସମ୍ବନ୍ଧରେ ଝାଡଖଣ୍ଡ କ୍ରିକେଟ ଆସୋସିଏସନ ପକ୍ଷରୁ କିଛି କୁହାଯାଇନାହିଁ ।

ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂ ଧୋନି, ଝାଡଖଣ୍ଡ କ୍ରିକେଟ ଆସୋସିଏସନର ଆଜୀବନ ସଦସ୍ୟ ରହିଛନ୍ତି । ଝାଢଖଣ୍ଡ ରଣଜୀ ଟିମର ମେଣ୍ଟର ମଧ୍ୟ ରହିଛନ୍ତି । ଧୋନି ହୋଟ ଟାଉନ ରାଞ୍ଚିରେ ରୁହନ୍ତି । ଫଳରେ ପ୍ରତିଦିନ ଷ୍ଟାଡିୟମରେ କିଛି ସମୟ ବିତାଇଥାନ୍ତି । ବର୍ତ୍ତମାନ ଧୋନି ଆଇପିଏଲ ପାଇଁ ବ୍ୟସ୍ତ ଅଛନ୍ତି । ନିକଟରେ ଧଏାନି ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ଗ୍ରହଣ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.